Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଶୁଣାଣି ମାମଲା: ମେ’୮ରେ ପରବର୍ତ୍ତୀ ଶୁଣାଣି

ଅନୁଧ୍ୟାନ ପାଇଁ ୭ ଦିନ ସମୟ ଲାଗିବ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଲେ।

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଶୁଣାଣି ମାମଲା ଆଜି ଥିବାବେଳେ ଏହି ମାମଲାର ଶୁଣାଣି ତାରିଖ ପରିବର୍ତନ କରାଯାଇଛି। ଆସନ୍ତା ସୋମବାର ଅର୍ଥାତ ମେ’୮ରେ ଶ୍ରୀମନ୍ଦିର ସଂସ୍କାରକୁ ନେଇ ପୁଣି ଶୁଣାଣି ହେବ। ଶ୍ରୀମନ୍ଦିର ପରିଚାଳନା କମିଟିର ସତ୍ୟପାଠ ଆଜି ପାଇଥିବା କହିଲେ। ଅନୁଧ୍ୟାନ ପାଇଁ ୭ ଦିନ ସମୟ ଲାଗିବ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଲେ। ଏହି ମାମଲା ନେଇ ୭ ଦିନ ସମୟ ମାଗିବାରୁ ଶୁଣାଣି ଘୁଂଚି ଥିବା କୁହାଯାଉଛି। ତେବେ ଏନେଇ ପରବର୍ତ୍ତୀ ଶୁଣାଣି ମେ’୮ରେ କରାଯିବ।

Leave A Reply

Your email address will not be published.