Odisha Link
Bridging the Missing Links in Odisha
Daily Archives

May 3, 2023

ପୁରୀ ସମୁଦ୍ରରେ ବୁଡ଼ି ୨ ପର୍ଯ୍ୟଟକ ମୃତ,…

ଓଏଲ୍‌ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ। ପାଣିରେ ବୁଡି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ। ପୁରୀ ସମୁଦ୍ରରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ୨ ପର୍ଯ୍ୟଟକ ମୃତ୍ୟୁ ହୋଇଛି। ପୁରୀ ସ୍ୱର୍ଗଦ୍ୱାର ନିକଟ ୧୩ନଂ ସେକ୍ଟରରେ ଗାଧୋଇବା ବେଳେ ଘଟିଛି ଏହି ଅଘଟଣ।…

ମୁଖ୍ୟମନ୍ତ୍ରୀ ଗାଦିଛାଡ଼ ଆନ୍ଦୋଳନ କରିବ…

ଓଏଲ୍‌ ବ୍ୟୁରୋ: ଲାଗି ରହିଛି କୋଟିଆ ବିବାଦ। ଏହି ବିବାଦର ସମାଧାନ ଏପର୍ଯ୍ୟନ୍ତ ହୋଇନଥିବାବେଳେ ଏହାକୁ ନେଇ ଶାସକ ଦଳକୁ ସମାଲୋଚନା କଲା ରାଜ୍ୟ ବିଜେପି। କୋଟିଆ ବିବାଦର ସମାଧାନ ପାଇଁ ଶାସକ ଦଳକୁ ରାଜ୍ୟ ବିଜେପିର ଚେତାବନୀ। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ ବିଜେପି ସା. ସମ୍ପାଦକ ପୃଥ୍ବୀରାଜ…

ବନ୍ୟପ୍ରାଣୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ…

ଓଏଲ୍‌ ବ୍ୟୁରୋ: ବନ୍ୟପ୍ରାଣୀଙ୍କ ଦ୍ବାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି ହୋଇଥିବା ଘୋଷଣା କରାଯାଇଛି। ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ମୃତାହତଙ୍କୁ ମିଳିବ ୬ ଲକ୍ଷ ଟଙ୍କା। ପୂର୍ବରୁ ଅନୁକମ୍ପା ରାଶି ୪ ଲକ୍ଷ ଟଙ୍କା ଥିବାବେଳେ ତାହା ବର୍ତ୍ତମାନ ବୃଦ୍ଧି କରାଯାଇ ୬ ଲକ୍ଷରେ ପହଁଚିଛି।…

ବିଜେଡିରେ ମିଶିଲେ ଝାରସୁଗୁଡ଼ା ବିଜେପି…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ମାଷ୍ଟରଷ୍ଟ୍ରୋକ୍‌ ଖେଳିଛି ଶାସକ ବିଜୁ ଜନତା ଦଳ। ନିର୍ବାଚନ ଆଉ ମାତ୍ର ୭ଦିନ ଥିବା ବେଳେ ବିଜେଡିରେ ମିଶିଲେ ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଲ ସାହୁ। ଯାହା ଭାରତୀୟ ଜନତା ପାର୍ଟିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।…

ଘୂର୍ଣ୍ଣିବଳୟ ସମ୍ଭାବନା, ଆସନ୍ତା ୮ରେ…

ଓଏଲ୍‌ ବ୍ୟୁରୋ: ବଦଳୁଛି ପାଗ ଆଉ ମନରେ ଛନକା ଆରମ୍ଭ। ମେ ୬ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା। ସମ୍ଭାବ୍ୟ ଲଘୁଚାପ ସଂପର୍କରେ ପାଣିପାଗ କେନ୍ଦ୍ରର ଟୁଇଟ୍। ଆସନ୍ତା ୬ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ୭ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହି ଲଘୁଚାପ କ୍ଷେତ୍ର…

ମହାନଦୀ ଜଳ ବିବାଦରେ ପଡ଼ିବ କି…

ଓଏଲ୍‌ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ଶେଷ ଦିନ। ଆଜି ଶେଷ ଦିନରେ କେଲୋ ଡ୍ୟାମ୍ ବୁଲି ଦେଖିଲେ ଟ୍ରିବ୍ୟୁନାଲ ଟିମ୍। ଏହା ପରେ ସଂଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ…

ଓଡ଼ିଶା ଆସିପାରନ୍ତି ବିହାର…

ଓଏଲ୍‌ ବ୍ୟୁରୋ: ଆସନ୍ତା ୫ ତାରିଖରେ ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବାକୁ ନେଇ ଚର୍ଚ୍ଚା ହେଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର…

ଆସନ୍ତା ମେ’୫ରେ ଏବର୍ଷର ପ୍ରଥମ…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ‘ଉପଛାୟା’ ଚନ୍ଦ୍ରଗ୍ରହଣ ଆସନ୍ତା ୫ ତାରିଖରେ ବୋଲି ସୂଚନା ରହିଛି। ଏହି ଦିନ ବୁଦ୍ଧ ପୂର୍ଣ୍ଣିମା ପଡୁଛି। ହେବାକୁ ଥିବା ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ରାତି ୮ ଟା ୪୪ରେ ସଂଗଠିତ ହେବ ଚନ୍ଦ୍ରଗ୍ରହଣ। ରାତି ୧୦ଟା ୫୨ରେ ଉପଛାୟାରେ ଚନ୍ଦ୍ରର ପୂର୍ଣ୍ଣ ପ୍ରବେଶ ହେବ। ରାତି…

ଆସନ୍ତା ମେ’୧୫ରେ ଭୁବନେଶ୍ୱରରୁ ସିଧାସଳଖ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଯାତ୍ରା କରିବା ହେବ ସହଜ। ଆସନ୍ତା ମେ’ ୧୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ। ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ସୂଚନା ଦେଲେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଆସନ୍ତା ଜୁନ୍‌ ୩ରୁ…

କାଲି ଓଡ଼ିଶା ଆସିବେ ମହାମହିମ,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଆସୁଛନ୍ତି ମହାମହିମ। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ରାଇରଙ୍ଗପୁର ଆସୁଛନ୍ତି ରାଷ୍ଟ୍ରପତି। ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ତାଙ୍କ ନିଜ ଗାଁ ମାଟି। ମାଟି ରାସ୍ତାକୁ ପିଚୁ କରାଯାଇଛି, ବଦଳିଯାଇଛି ଗାଁର ରୂପରେଖ। ଗାଁ ଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି…