Odisha Link
Bridging the Missing Links in Odisha
Daily Archives

May 4, 2023

ହିଂସାର ନିଆଁରେ ଜଳୁଛି ମଣିପୁର

ଓଏଲ୍‌ ବ୍ୟୁରୋ: ଅଶାନ୍ତ ମଣିପୁର। ଆଦିବାସୀ ଓ ଅଣଆଦିବାସୀ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁଁ ମଣିପୁରରେ ଜଳୁଛି ଅଶାନ୍ତିର ନିଆଁ।ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି। ସ୍ଥିତିକୁ ଦେଖି ଆଜି ରାଜ୍ୟପାଳ ଶୁଟ ଆଟ ସାଇଟ୍‌ ବା…

ମିଳିଲା ଗ୍ରୀନ୍‌ ସିଗନାଲ୍, ଶ୍ରୀମନ୍ଦିରର…

ଭୁବନେଶ୍ବର: ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ ଅଭ୍ୟର୍ଥନା କକ୍ଷ। ଏନେଇ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ଅନୁମତି ଦେଇଛନ୍ତି। ୭୫ ମିଟର ପରିଧି ଭିତରେ ଅଭ୍ୟର୍ଥନା କକ୍ଷ ସହ ରଘୁନନ୍ଦନ ପାଠାଗାର ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି…

ଶଙ୍ଖ ଗଡ଼ରେ ଫୁଟିଲା ପଦ୍ମ, ୨୦୨୪…

ଭୁବନେଶ୍ବର: ଶଙ୍ଖ ଗଡ଼ରେ ଫୁଟିଲା ପଦ୍ମ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଲାଗିଲା ଝଟକା। ବିଜୁ ଜନତା ଦଳର ତୁଙ୍ଗ ନେତା ତଥା ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବିଧାନସଭା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ…

ଆସୁଛି ବାତ୍ୟା! ଆସନ୍ତା ୮ରେ ଲଘୁଚାପ…

ଓଏଲ୍‌ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ବଦଳୁଛି ପାଗ ଆଉ ମନରେ ଛନକା ଆରମ୍ଭ। ଲଘୁଚାପ ୮ରେ ଅବପାତର ରୂପ ନେବା ସମ୍ଭାବନା। ଏହାପରେ ବାତ୍ୟାର ରୂପ ନେବ ଅବପାତ। ବାତ୍ୟାର ରୂପ ନେବା ପରେ ଉତ୍ତର ଦିଗରେ ଗତି କରିବ ବୋଲି ସମ୍ଭାବନା ରହିଛି। ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ…

ଅପରେସନ କାବେରୀ: ବାୟୁସେନାର ସ୍ୱତନ୍ତ୍ର…

ଓଏଲ୍‌ ବ୍ୟୁରୋ: ସୁଦାନରେ ଅପରେସନ କାବେରୀ ଜୋରଦାର। ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୦୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଅଶାନ୍ତ ସୁଦାନରେ ଅପରେସନ କାବେରୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

ପୁଣି ପୁରୀ ସମୁଦ୍ରରେ ଅଘଟଣ, ପାଣିରେ…

ଓଏଲ୍‌ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ। ପୁଣି ପୁରୀ ସମୁଦ୍ରରେ ଅଘଟଣ। ପାଣିରେ ବୁଡି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ। ପୁରୀ ସମୁଦ୍ରରେ ବୁଡ଼ି ୨ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ସେକ୍ଟର ୧୩ କ୍ୟାମେଲିଆ ହୋଟେଲ ସମ୍ମୁଖ ସମୁଦ୍ରରେ ଅଘଟଣ ଘଟିଛି। ଗାଧୋଉଥିବା ବେଳେ ସମୁଦ୍ରରେ…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର…

ଓଏଲ୍‌ ବ୍ୟୁରୋ: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ହେବ ବିକାଶ। ବିକାଶ ପାଇଁ ୧୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ…

ନିଶାପାନ ସମାଜ ପାଇଁ ଅଭିଶାପ, କାମନା ଓ…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମମାଟିରେ ପ୍ରଥମ ଥର ପାଦ ଦେଲେ ମହାମହିମ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଆଜି ନିଶାମୁକ୍ତି ଅଭିଯାନର ଶୁଭାରମ୍ଭ କରିଛନ୍ତି ମହାମହିମ। ନିଶାମୁକ୍ତି ଅଭିଯାନ ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ନିଶାପାନ ସମାଜ…

ନିରାଶ ହେଲେ କୁସ୍ତିଯୋଦ୍ଧା, ବ୍ରିଜଭୂଷଣ…

ଓଏଲ୍‌ ବ୍ୟୁରୋ: ମହାସଂଘ ସଭାପତି ବ୍ରିଜଭୂଷଣ ନାଁରେ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ପ୍ରସଙ୍ଗରେ ସୁପ୍ରିମକୋର୍ଟର ବଡ ଶୁଣାଣି। ତଳକୋର୍ଟକୁ ଯିବାକୁ କୁସ୍ତିଯୋଦ୍ଧାଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ତଳକୋର୍ଟ କିମ୍ବା ହାଇକୋର୍ଟ ଯିବାକୁ କହି ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ। ତେବେ ସୁପ୍ରିମକୋର୍ଟର…

ଗଢ଼ା ହେଉଛି ମହାମହିମଙ୍କ ସୁନ୍ଦର ଫାଇଭର…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମମାଟିରେ ପ୍ରଥମ ଥର ପାଦ ଦେଲେ ମହାମହିମ। ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି। ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ମହାମହିମ ୩ ଦିନିଆ ଓଡିଶା ଗସ୍ତର ବିଭିନ୍ନ…