Odisha Link
Bridging the Missing Links in Odisha

ନିଜକୁ ମାନବ ଅଧିକାର ସଦସ୍ୟ କହି କରୁଥିଲେ ଠକେଇ, ଘଟଣାରେ ୩ ଅଭିଯୁକ୍ତ ଗିରଫ

ଟଣାରେ ସାମିଲ ଥିବା ଅନ୍ୟ ଦୁଇ ଜଣ ମହିଳାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ମାଲକାନଗିରି ଆଦର୍ଶ ଥାନା ପୁଲିସ।

ଓଏଲ୍‌ ବ୍ୟୁରୋ: ନିଜକୁ ଆନ୍ତର୍ଜାତୀୟ ମାନବ ଅଧିକାର ସଦସ୍ୟ କହି ଠକେଇ କରୁଥିବା ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ନିଜକୁ ଆନ୍ତର୍ଜାତୀୟ ମାନବ ଅଧିକାର ସଦସ୍ୟ କହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି। ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ଜଣ ମହିଳାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ମାଲକାନଗିରି ଆଦର୍ଶ ଥାନା ପୁଲିସ।

Leave A Reply

Your email address will not be published.