ମଧ୍ୟପ୍ରଦେଶରେ ବସ ଦୁର୍ଘଟଣା: ମୃତକଙ୍କ…
ଓଏଲ୍ ବ୍ୟୁରୋ: ମଧ୍ୟପ୍ରଦେଶରେ ଘଟିଥିବା ଏକ ଭୟଙ୍କର ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା। ଏକ ଯାତ୍ରୀବାହୀ ବସ ପୋଲରୁ ଖସି ପଡିବାଦ୍ୱାରା ୨୨ ଯାତ୍ରୀଙ୍କ ଜୀବନ ଚାଲିଯାଇଛି। ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖରଗୋନରେ ଏକ ପୋଲ ଉପରୁ ବସ୍ଟି ତଳକୁ ଖସି…