ରାଜ୍ୟର ୨ ରେଳ ପ୍ରକଳ୍ପକୁ ମିଳିଲା…
ଓଏଲ୍ ବ୍ୟୁରୋ: ରାଜ୍ୟର ୨ ରେଳ ପ୍ରକଳ୍ପ ପାଇଁ ମିଳିଲା ଅନୁମୋଦନ। ବରଗଡ-ନୂଆପଡା ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ତାଳଚେର-ଅନୁଗୁଳ ୱାଇ ରେଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ପ୍ରଦାନ କରାଯାଇଛି। ତେବେ ଏନେଇ ଜାରି ହେଲା ରେଳ ବିଭାଗ ପକ୍ଷରୁ ଗେଜେଟ ନୋଟିଫିକେସନ।
ଓଡ଼ିଶାର ଦୁଇଟି ନୂଆ ରେଳ…