ଆଜି ବିଶ୍ୱ ଥାଇରଏଡ୍ ଦିବସ, ଜାଣନ୍ତୁ ଏହି…
ଓଏଲ୍ ବ୍ୟୁରୋ: ଆଜି ହେଉଛି ବିଶ୍ୱ ଥାଇରଏଡ୍ ଦିବସ। ଏହି ରୋଗ ବର୍ତ୍ତମାନ ଏକ ସାଧାରଣ ବ୍ୟାଧି ପାଲଟିଯାଇଛି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ଅନେକ ଏହି ରୋଗରେ ପୀଡିତ। ଥାଇରଏଡ୍ ଗ୍ରନ୍ଥି ଅଧିକ ଆକ୍ଟିଭ୍ ହେଲେ ଶରୀରରେ ମେଟାବୋଲିଜିମ୍ର ମାତ୍ରା ବଢ଼ିଥାଏ। ଏଥିଯୋଗୁ ଶରୀରର ଓଜନ ବୃଦ୍ଧି…