ଉଚ୍ଚ ଶିକ୍ଷା ବିଭାଗର କଡ଼ା ପଦକ୍ଷେପ,…
ଓଏଲ୍ ବ୍ୟୁରୋ: କର୍ତ୍ତବ୍ୟରେ ଅବହେଳା କରିବା ପଡିଲା ମହଙ୍ଗା। ୨୨୩ଟି କଲେଜର ପ୍ରିନ୍ସପାଲଙ୍କ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେବଳ ପ୍ରିନ୍ସପାଲଙ୍କ ଦରମା ନୁହେଁ ବରଂ ମୁଖ୍ୟ କିରାଣି/କିରାଣିଙ୍କ ଦରମା ବନ୍ଦ ପାଇଁ…