Odisha Link
Bridging the Missing Links in Odisha
Daily Archives

June 7, 2023

ଯାଜପୁର: ଟ୍ରେନ୍‌ରେ କଟିଗଲେ ୪ଜଣ, ୪…

ଓଏଲ୍‌ ବ୍ୟୁରୋ: ବାହାନଗା ଟ୍ରେନ୍‌ ଟ୍ରାଜେଡି ମନରୁ ଲିଭିନଥିଲା ବେଳେ ଯାଜପୁର ରୋଡରରେ ଆଉ ଏକ ଲୋମଟାଙ୍କୁରା ଅଘଟଣ ଘଟିଛି। ମାଲଗାଡ଼ି ତଳେ ବର୍ଷା ଲାଗି ଆଶ୍ରୟ ନେଇଥିବା ଚାରି ଜଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ଆଉ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ବୁଧବାର ଅପରାହ୍ନରେ ଯାଜପୁର ରୋଡ ରେଳ ଷ୍ଟେସନ…

ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡ଼ା, ରାଗରେ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ରେ ଓଡ଼ିଶାର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ବାହାନଗା ବଜାର ଷ୍ଟେସନ୍‌ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ସିଗ୍‌ନାଲ୍‌ ବିଭ୍ରାଟ ଯୋଗୁଁ ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଏବେ ତାମିଲନାଡ଼ୁର…

ଗ୍ରୀଷ୍ମ ପ୍ରବାହରୁ ମିଳୁନି ତ୍ରାହି, ୪୪…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅସହ୍ୟ ହେଉଛି ତାତି। ମୌସୁମୀ ଆସିବା ବିଳମ୍ବ ହେତୁ ଗ୍ରୀଷ୍ମ ପ୍ରବାହରୁ ମିଳୁନି ତ୍ରାହି। ସକାଳୁ କଅଁଳ ସୂର୍ଯ୍ୟକିରଣ ବଦଳରେ ପ୍ରବଳ ଗରମ ସାରା ରାଜ୍ୟବାସିଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁର ସହରର ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ ହୋଇଛି।…

କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା: ଖେଳାଳିଙ୍କ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା। ଇଂଲଣ୍ଡର ଓଭାଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇ ସାରିଛି ବୋବାଲ୍‌। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ତେବେ…

ବୃଦ୍ଧି ପାଇଲା ଧାନର ସର୍ବନିମ୍ନ ସହାୟକ…

ଓଏଲ୍‌ ବ୍ୟୁରୋ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଥିଲା ଖବର ସାମ୍ନାକୁ ଆସିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ୨୧୮୩କୁ ବୃଦ୍ଧି ପାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ କେନ୍ଦ୍ର ସରକାରଙ୍କ ଘୋଷଣା କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲକୁ ୭ ପ୍ରତିଶତ ଓ…

ଆରମ୍ଭ ହେଲା ଓଭାଲ୍‌ରେ ବୋବାଲ୍‌:…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଅନ୍ତ। ଲଣ୍ଡନର ଦ ଓଭାଲ୍‌ରେ ମଇଦାନରେ ଆରମ୍ଭ ହେଲା ବୋବାଲ। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମହାମୁକାବିଲାରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାରିଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ…

ଗିରଫ ହେଲେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ହେଲେ ସୁନ୍ଦରଗଡ ଅତିରିକ୍ତ ନିର୍ବାହୀଯନ୍ତ୍ରୀ ସଂଜୟ କୁମାର ବେହେରା। ପ୍ରକୃତ ଆୟଠାରୁ ୩୩% ଅଧିକ ସମ୍ପତ୍ତି ଠୁଳ କରିଥିବାରୁ…

ବାହାନଗା ରେଳ ଦୁର୍ଘଟଣା: କିଛି…

ଓଏଲ୍‌ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଜୋରଦାର କଲା ସିବିଆଇ। ଟେକ୍ନିକାଲ ଟିମ୍‌ର ଯାଞ୍ଚ ଭିତରେ କିଛି ଅଧିକାରୀଙ୍କ ମୋବାଇଲ ସିଜ୍ ହୋଇଛି। କଲ୍ ରେକର୍ଡ, ହ୍ବାଟ୍ସଆପ୍ କଲ୍, ସୋସିଆଲ ମିଡିଆ ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା। ଅଧିକାରୀଙ୍କ କଲ୍ ରେକର୍ଡ ଡାଟାକୁ ଅନୁଶୀଳନ କରିବ ସିବିଆଇ।…

ଚଳଚଞ୍ଚଳ ପୁରୀର ରଥଖଳା, ରଥ ନିର୍ମାଣ ସହ…

ଓଏଲ୍‌ ବ୍ୟୁରୋ: ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ରହିଲା ୧୫ ଦିନରୁ କମ। ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀର ରଥଖଳା। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ପୁରୀରେ ପହଞ୍ଚିଲା ରଥଯାତ୍ରା ପାଇଁ ୨୬ଟି ରଥ ଦଉଡ଼ି। ରଥଖଳାରେ ରଥନିର୍ମାଣ…

ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ,…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ଵ ଖାଦ୍ୟ ସୁରକ୍ଷା ଦିବସ। ଖାଦ୍ୟ, ବସ୍ତ୍ର, ବାସଗୃହ ମଣିଷର ମୌଳିକ ଆବଶ୍ୟକତା। ପ୍ରତିବର୍ଷ ଜୁନ୍ ୭ ତାରିଖକୁ ‘ଖାଦ୍ୟ ସୁରକ୍ଷା ଦିବସ’ ଭାବେ ପାଳନ କରାଯାଉଛି। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଜଣେ ରୋଗାକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥାଏ। ମଣିଷ ସୁଖରେ ଜୀବନ ଜିଇଁବା…