ଭାଙ୍ଗିଲା ଘର, କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀକୁ ସାବାଡ଼ କଲା ପ୍ରଶାସନ
ଦୁର୍ଦ୍ଦାନ୍ତ ଅପରାଧି ବିଭୁ ସାହୁ ନିଖୋଜ

ଓଏଲ୍ ବ୍ୟୁରୋ: କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଶାନ୍ତ ସାହୁର ଘର ଭାଙ୍ଗିଲା ପ୍ରଶାସନ। କେନ୍ଦ୍ରାପଡା ସ୍ତିତ ତାଳସଙ୍ଗା ଗାଁରେ ସରକାରୀ ଜମିରେ ଥିବା ଘର ଭାଙ୍ଗିଲା ପ୍ରଶାସନ। ଜେସିବି ଲଗାଇ ପ୍ରଶାନ୍ତର ଘର ଓ ଆଡ୍ଡାସ୍ଥଳ ଭାଙ୍ଗିଲା ପୁଲିସ। ଦୁର୍ଦ୍ଦାନ୍ତ ଅପରାଧି ବିଭୁ ସାହୁ ନିଖୋଜ ଠାରୁ ଫେରାର୍ ଅଛି ପ୍ରଶାନ୍ତ ସାହୁ।