ଭିଜିଲାନ୍ସ ପଞ୍ଝାରେ କଟକ ସଦର ବ୍ଲକ ଯନ୍ତ୍ରୀ
କଟକ ଓ ଭୁବନେଶ୍ବରର ୪ଟି ସ୍ଥାନରେ ଚାଲିଛି ଚଢ଼ାଉ।

ଓଏଲ୍ ବ୍ୟୁରୋ: ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ କଟକ ସଦର ବ୍ଲକ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂ୍ୟାଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍। କଟକ ଓ ଭୁବନେଶ୍ବରର ୪ଟି ସ୍ଥାନରେ ଚାଲିଛି ଚଢ଼ାଉ।