Odisha Link
Bridging the Missing Links in Odisha
Daily Archives

June 14, 2023

ଜୁନ୍ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ…

ଓଏଲ୍‌ ବ୍ୟୁରୋ: ଜାତୀୟ ଉଦ୍ୟାନ ଶିମିଳିପାଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜୁନ୍ ୧୬ ରୁ ସେପ୍ଟେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ। ଏହି ସମୟରେ ଜାତୀୟ ଉଦ୍ୟାନ ଶିମିଳିପାଳକୁ ପର୍ଯ୍ୟଟକଙ୍କୁ ପ୍ରବେଶ ନିଷେଦ୍ଧ କରାଯାଇଛି।

ପାରାଦୀପରେ ଅଘଟଣ: ଡ୍ରେଜର ମେସିନ ମରାମତି…

ଓଏଲ୍‌ ବ୍ୟୁରୋ: ପାରାଦୀପ ନିଷିଦ୍ଧାଞ୍ଚଳରେ ଅଘଟଣ। ଡ୍ରେଜର ମେସିନ ମରାମତି ବେଳେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଡ୍ରେଜର ମେସିନ ମରାମତି ବେଳେ ୨ ଟେକ୍ନିସିଆନ୍‌ ବୁଡ଼ିଯାଇଥିଲେ। ଜଣେ ଟେକ୍ନିସିଆନ ସୁରକ୍ଷିତ ଉଦ୍ଧାର ହୋଇଥିବାବେଳେ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି। ମୃତ ଟେକ୍ନିସିଆନ୍‌…

ପାଖେଇ ଆସୁଛି ରଥଯାତ୍ରା, ପ୍ରସ୍ତୁତ…

ଓଏଲ୍‌ ବ୍ୟୁରୋ: ବଡ଼ଦାଣ୍ଡକୁ ଆସିବେ ବଡ଼ଠାକୁର। ପାଖେଇ ଆସୁଛି ରଥଯାତ୍ରା। ରଥଯାତ୍ରା ପାଇଁ ଅପେକ୍ଷାରତ କୋଟି କୋଟି ଶ୍ରଦ୍ଧାଳୁ। ମହାବାହୁ ଦର୍ଶନ ଦେବେ କୋଟି କୋଟି ଜନତାଙ୍କୁ। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥଯାତ୍ରାକୁ ନଜରରେ ରଖି…

ରଜରେ ଅଘଟଣ, ବ୍ରାହ୍ମଣୀରେ ନାବାଳକକୁ…

ଓଏଲ୍‌ ବ୍ୟୁରୋ: ପହିଲି ରଜରେ ଗାଁରୁ ସହର ଉତ୍ସବ ମୁଖର ଥିବାବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବ୍ରାହ୍ମଣୀରେ ନାବାଳକକୁ ଟାଣିନେଲା କୁମ୍ଭୀର। ନାବାଳକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ନିମପୁର ଗାଁ ଆଶୁତୋଷ ଆଚାର୍ଯ୍ୟ। ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ପରେ ନାବାଳକର କ୍ଷତାକ୍ତ ମୃତଦେହ…

ଅଶାନ୍ତ ସମୁଦ୍ର, କାଲି ଗୁଜରାଟ ଉପକୂଳ…

ଓଏଲ୍‌ ବ୍ୟୁରୋ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’। ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ଘନିଭୂତ ହେବା ସହିତ ମହାବାତ୍ୟାର ରୂପ ନେଇଛି। ଏହା ସହିତ ଗୁଜରାଟ ଉପକୂଳରେ ମାଡ଼ ହେବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତାକାଲି ଗୁଜରାଟ…

ଆଜି ପହିଲି ରଜ, ଗାଁରୁ ସହର ଉତ୍ସବ ମୁଖର

ଓଏଲ୍‌ ବ୍ୟୁରୋ: ଆଜି ପହିଲି ରଜ। ମହାମାରୀ ପରେ ରଜ ପାଳନ ନେଇ ଲୋକଙ୍କ ଭିତରେ ବେଶୀ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି। ଗାଁ ଠାରୁ ସହର ଯାଏଁ, ବିଭିନ୍ନ ସ୍ଥାନରେ ଲାଗିଛି ଦୋଳି। ବିଭିନ୍ନ ରକମର ପିଠା ପଣା ସାଙ୍ଗକୁ ବନ୍ଧୁ ବାନ୍ଧବଙ୍କ ସହ ଜମିଲାଣି ଗପର ଆସର। ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ…