Odisha Link
Bridging the Missing Links in Odisha
Daily Archives

June 19, 2023

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ…

ଓଏଲ୍‌ ବ୍ୟୁରୋ: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶତାଧିକ ମହିମା ସାଧୁ। ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା। ଗତ କିଛି ଦିନ ପୂର୍ବେ ମହିମା ଗାଦିର ଉନ୍ନତିକରଣ ପାଇଁ ଆର୍ଥିକ ରାଶି ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

‘ମୁଖ୍ୟମନ୍ତ୍ରୀଙ୍କର କ’ଣ ହୋଇଛି!…

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଅଙ୍କକଷା ଆରମ୍ଭ କଲେଣି। ଏସବୁ ମଧ୍ୟରେ ଓଡ଼ିଶାର ଶାସନ ବ୍ୟବସ୍ତାକୁ ନେଇ ମୁହଁ ଖୋଲିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତାଙ୍କ ମନ୍ତବ୍ୟ…

ବିଦ୍ୟୁତ୍ କାଟକୁ ନେଇ ତେଜୁଛି ବିବାଦ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟକୁ ଆରମ୍ଭ ହୋଇଛି ବିବାଦ। ଢେଙ୍କାନାଳ ଟିପିସିଓଡିଏଲ ଅଫିସରେ ତାଲା ପକାଇଲେ ଲୋକେ। ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ତାଲା ପକାଇଲେ। ଅଫିସର ସମସ୍ତ କର୍ମଚାରୀଙ୍କୁ ବାହାର କରିଦେଇ ତାଲା ପକାଇଲେ। ପୂର୍ବତନ ବିଜେପି ସାଂସଦ ରୁଦ୍ର ପାଣିଙ୍କ ନେତୃତ୍ବରେ…

ଆଜିଠୁ +୩ରେ ନାମଲେଖା ପାଇଁ ଆବେଦନ…

ଓଏଲ୍‌ ବ୍ୟୁରୋ: ଯୁକ୍ତ ୩ରେ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ସ୍ନାତକ(+୩) ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ସାମ୍ସ ଜରିଆରେ ଅପରାହ୍ଣ ୨ଟାରୁ ଛାତ୍ରଛାତ୍ରୀ ନାମଲେଖା ପାଇଁ…

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିରୁ ବାହାରି ରଥେ ବିଜେ କରିବେ କୋଟି ଓଡ଼ିଆର ମଉଡ଼ ମଣି। ରଥଯାତ୍ରା ପୂର୍ବରୁ ଚାଲିଛି ନୀତିକାନ୍ତି। ରଥଯାତ୍ରା ପୂର୍ବରୁ ଅର୍ଥାତ ଆଜିଠୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତର ପ୍ରଥମ ଦିନ…

ଆସନ୍ତାକାଲି ବଡ଼ଦାଣ୍ଡକୁ ଆସିବେ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିରୁ ବାହାରି ରଥେ ବିଜେ କରିବେ କୋଟି ଓଡ଼ିଆର ମଉଡ଼ ମଣି। ରଥଯାତ୍ରା ପୂର୍ବରୁ ଚାଲିଛି ନୀତିକାନ୍ତି। ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଥାନ୍ତି। ଏହି ସମୟ ମଧ୍ୟରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ…