Odisha Link
Bridging the Missing Links in Odisha
Daily Archives

June 21, 2023

ପୁରୁଣା ରୁଟ୍ ବାତିଲ, କାଲିଠୁ ପୁରୀକୁ…

ଓଏଲ୍‌ ବ୍ୟୁରୋ: ରଥଯାତ୍ରା ଅବସରରେ ପୁରୀକୁ ସ୍ପେଶାଲ ‘ମୋ ବସ୍’ ଚଳାଚଳ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଜୁନ୍ ୨୨ରୁ ୨୭ ପର୍ଯ୍ୟନ୍ତ ୩ଟି ନୂଆ ରୁଟ୍‌ରେ ଚଳାଚଳ କରିବ ‘ମୋ ବସ୍’। ଆସନ୍ତାକାଲିଠୁ ନୂଆ ରୁଟ୍ ୨, ୩ ଓ ୪ରେ ଚଳାଚଳ କରିବା ନେଇ କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରାଫିକ୍ ଜାମ୍ ପାଇଁ…

ଦୁର୍ଘଟଣାରେ ଚାଲିଗଲା ପୂର୍ବତନ…

ଓଏଲ୍‌ ବ୍ୟୁରୋ: ଦିଗପହଣ୍ଡି ବ୍ଲକ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ନିଜ ମୋଟର ସାଇକେଲରେ ଯାଉଥିବା ସମୟରେ ଗତକାଲି ସଂଧ୍ୟାରେ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ…

ଗୋଟେ ପଟେ ଅସହ୍ୟ ତାତି, ଅନ୍ୟପଟେ ରାଜ୍ୟର…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଏଯାଏଁ ମୌସୁମୀ ଛୁଇଁପାରିନି ଓଡ଼ିଶା। ତେବେ ମୌସୁମୀ କେବେ ଓଡ଼ିଶା ଛୁଇଁବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ…

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ, ବହୁ…

ଓଏଲ୍‌ ବ୍ୟୁରୋ: ଆଜି ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ହେବ ଆଲୋଚନା। ୧୦ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର। ଏହା ସହ…

ଅଡ଼ୁଆରେ ଚର୍ଚ୍ଚିତ ଗାୟକ, ସୌରିନଙ୍କୁ…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ବଲିଉଡର ଚର୍ଚ୍ଚିତ ଗାୟକ ସୌରୀନ ଭଟ୍ଟ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଯୌନ ଶୋଷଣ ମାମଲା ଅଭିଯୋଗ ଆଣିଛନ୍ତି ଯୁବତୀ। ଏହି ମାମଲାରେ କୋଲକାତା ଗଲା ପୁଲିସ ଟିମ୍‌। କମିଶନରେଟ୍ ପୁଲିସର ଗୋଟିଏ ଟିମ୍ କୋଲକାତା ଗଲା। ଠାବ ପରେ ଗିରଫ କରିବ କଟକ କମିଶନରେଟ ପୁଲିସ। ସୌରିନ ଭଟ୍ଟଙ୍କୁ…

ଶରଧାବାଲିରେ ପହଞ୍ଚିଲେ ତିନି ଠାକୁର,…

ଓଏଲ୍‌ ବ୍ୟୁରୋ: ଶରଧାବାଲିରେ ପହଞ୍ଚିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ। ଗତକାଲି ବଡ଼ଶଙ୍ଖରେ ଅଟକିଥିଲା ସୁଭଦ୍ରାଙ୍କ ଦର୍ପଦଳନ। ମାଉସୀମା' ଛକରେ ଅଟକି ଥିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ। ଗତକାଲି ଶରଧାବାଲି ପହଞ୍ଚିଥିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ। ରଥ ଉପରୁ ଦର୍ଶନ ଦେଉଛନ୍ତି ତିନି ଠାକୁର। ଦର୍ପଦଳନ ଓ…

କାଲି ଓଡ଼ିଶା ଆସିବେ ଜେ.ପି ନଡ୍ଡା

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଅଙ୍କକଷା ଆରମ୍ଭ କଲେଣି। ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପରେ ସାରା ଦେଶରେ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ମହା ଜନସମ୍ପର୍କ…

ବୃଦ୍ଧି ହେଲା +୨ ନାମଲେଖା ପାଇଁ ଆବେଦନ…

ଓଏଲ୍‌ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ମେ ୨୯ରୁ ଆରମ୍ଭ ହୋଇ ଗତକାଲି ଶେଷ ହୋଇଥିଲା +୨ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ହେଲେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହି ଅବଧିକୁ ବୃଦ୍ଧି କରାଯାଇଛି। ୨୦ ପରିବର୍ତ୍ତେ ୨୬ ତାରିଖ ହେଉଛି +୨ରେ…

ପୁଣି ଗଡ଼ିଲା ରଥ, ଜୟ ଜଗନ୍ନାଥ ଧ୍ୱନିରେ…

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ଥିଲା ବ୍ରହ୍ମାଣ୍ଡଠାକୁରଙ୍କ ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ବଡ଼ଠାକୁରଙ୍କ ଦିବ୍ୟରୂପ ଦେଖି ଭକ୍ତ ବିମୋହିତ। ହେଲେ ବହୁ ବର୍ଷର ବ୍ୟବଧାନ ପରେ ନିର୍ଦ୍ଧାରିତ ସମୟ ଭିତରେ ଶରଧାବାଲିରେ ପହଞ୍ଚିପାରିଲାନି ରଥ। ପ୍ରତିବର୍ଷ ଯେଉଁଠି ତିନି ରଥ ସମୟ ଅନୁସାରେ ଶରଧାବାଲିରେ ପହଞ୍ଚି…

ଏଲନ ମସ୍କଙ୍କ ଟ୍ୱିଟରେ ପିଏମ୍ ମୋଦିଙ୍କ…

ଓଏଲ୍‌ ବ୍ୟୁରୋ: ଆଜି ସାରା ବିଶ୍ବ ପାଳୁଛି ଯୋଗ ଦିବସ। ଏହି ଅବସରରେ ନ୍ୟୁୟର୍କର ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ସାମିଲ୍ ହୋଇଥିଲେ ମୋଦି। ଏହା ସହ ମୋଦିଙ୍କୁ ଭେଟିଥିଲେ ଟ୍ୱିଟର ମାଲିକ ଏଲନ ମସ୍କ। ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଟ୍ୱିଟରର…