ଆଜି ଯୋଗ ଦିବସ, ନ୍ୟୁୟର୍କର ଜାତିସଂଘ…
ଓଏଲ୍ ବ୍ୟୁରୋ: ଆଜି ସାରା ବିଶ୍ବ ପାଳୁଛି ଯୋଗ ଦିବସ। ଜୁନ ୨୧ ତାରିଖରେ ପାଳନ ହୁଏ ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ। ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା। ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ…