Odisha Link
Bridging the Missing Links in Odisha
Daily Archives

June 24, 2023

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ଡିଏଫ୍ଓ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଜି ଯାଏଁ ମୃତ୍ୟୁ ଉପରୁ ରହସ୍ୟ ଉଠିପାରି ନଥିବା ବେଳେ ଡିଏଫଓ ସଂଗ୍ରାମ ବେହେରାଙ୍କୁ କୋର୍ଟରୁ ସାମାନ୍ୟ ଆଶ୍ବସ୍ତି। ପରବର୍ତ୍ତୀ ଶୁଣାଣି ଯାଏ କଠୋର ପଦକ୍ଷେପ ନନେବାକୁ ନିର୍ଦେଶ। ଆସନ୍ତା ଜୁଲାଇ ୨୭ରେ…

ଶ୍ରୀମନ୍ଦିରରେ ପୂଜା ନାମରେ ଅନ୍‌ଲାଇନ୍…

ଓଏଲ୍‌ ବ୍ୟୁରୋ: ବଡ଼ ଠାକୁରଙ୍କୁ ନେଇ ବଡ଼ ଠକେଇ। ମୋବାଇଲ୍‌ ଆପ୍‌ ଜରିଆରେ ମହାବାହୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଚାଲିଛି ମହା ଠକେଇ। ମୋବାଇଲ୍‌ ଆପ୍‌ ଜରିଆରେ ମହାପ୍ରଭୁଙ୍କ ପାଖରେ ଅନଲାଇନ ପୂଜା କରିବା ପାଇଁ ମାସିକିଆ ଚାନ୍ଦା ଆଦାୟ କରୁଛି ‘ଉତ୍ସବ’ ନାମକ ଏକ ଅନଲାଇନ୍‌ ପ୍ଲାଟଫର୍ମ। ମହାପ୍ରଭୁଙ୍କ ନାମକୁ…

ଆଜି ପବିତ୍ର ହେରା ପଞ୍ଚମୀ,…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ହେରା ପଞ୍ଚମୀ। ରଥଯାତ୍ରା ଆଦ୍ୟପର୍ବରେ ପାଳିତ ହେଉଥିବା ଏକ ବିଶେଷ ପର୍ବ। ମହାପ୍ରଭୁଙ୍କ ଉପରେ ରୋଷ କରି ଶ୍ରୀମନ୍ଦିରୁ ଗୁଣ୍ଡିଚା ମନ୍ଦିରକୁ ଆସିବେ ମା’ ଭଗବତୀ। ଆଜି ମାନ ଅଭିମାନର ଜ୍ୱଳନ୍ତ ଯାତ ହେରାପଞ୍ଚମୀ। ରଥଯାତ୍ରାଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ…

ଆମେରିକା ଭାରତର ସବୁଠୁ ବଡ଼ ବ୍ୟବସାୟିକ…

ଓଏଲ୍‌ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତ ସାରି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଶେଷ ହେବା ପୂର୍ବରୁ ୱାଶିଂଟନ୍ ଡିସିର ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ। ଆମେରିକାରେ ପ୍ରବାସୀ…

୨ ଦିନିଆ ଇଜିପ୍ଟ ଗସ୍ତରେ ପିଏମ୍ ମୋଦି,…

ଓଏଲ୍‌ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତ ସାରି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି। କାଏରୋରେ ପୁଲିସ ଯୁଦ୍ଧ ସ୍ମାରକୀସ୍ଥଳ କରିବେ ପରିଦର୍ଶନ। ପ୍ରଥମ ବିଶ୍ବଯୁଦ୍ଧରେ ସହିଦ ଭାରତୀୟ ସୈନିକଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ…

ମୌସୁମୀର ଆଗମନ, ରାଜ୍ୟର ୧୯ ଜିଲ୍ଲାକୁ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ସମ୍ପୂର୍ଣ୍ଣ ଓଡ଼ିଶାକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ବର୍ଷା ଜାରି ରହିବ। ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…