Odisha Link
Bridging the Missing Links in Odisha
Daily Archives

June 28, 2023

ରତ୍ନବେଦୀ ମୁହାଁ ଶ୍ରୀଜିଉ, ନିର୍ଦ୍ଧାରିତ…

ଓଏଲ୍‌ ବ୍ୟୁରୋ: ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଦିଅଁ। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ନୀତିକାନ୍ତି। ନବଦିନାତ୍ମକ ଯାତ୍ରା ସାରି ଫେରୁଛନ୍ତି ଶ୍ରୀଜିଉ। ଆଜି ଏଥିପାଇଁ ମହାବାହୁଙ୍କ ବାହୁଡ଼ା ଯାତ। ଜନ୍ମବେଦୀରୁ ରତ୍ନ ସିଂହାସନକୁ ଫେରୁଛନ୍ତି ତିନି ଭାଇ ଭଉଣୀ।ବଡଦାଣ୍ଡରେ ଲକ୍ଷାଧିକ…

ଲିଙ୍ଗରାଜ ମନ୍ଦିରରେ ପିଏମ୍ ମୋଦିଙ୍କ…

ଓଏଲ୍‌ ବ୍ୟୁରୋ: ଏକାମ୍ର ପ୍ରକଳ୍ପର ଆଜି ହେବ ଭୂମିପୂଜନ। ଢୋଲ, ମୃଦଙ୍ଗରେ କମ୍ପୁଛି ଏକାମ୍ର କ୍ଷେତ୍ର। ଏହି ଅବସରରେ ଲିଙ୍ଗରାଜ ମନ୍ଦିରରେ ପିଏମ୍ ମୋଦିଙ୍କ ପତ୍ନୀ ଯଶୋଦା ବେନ୍। ଏହା ପୂର୍ବରୁ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ୍ ମୋଦି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।…

ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱରେ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଇଦ ଉଲ ଫିତର ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ୨୯ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି। ହେଲେ କମନ ପିଜି ଏଣ୍ଟ୍ରାନ୍ସ ହେବ କି ନାହିଁ ଏନେଇ କୌଣସି ପ୍ରକାଶ ପାଇନଥିଲା, ଯାହାକୁ ନେଇ…

ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ରଥରେ…

ଓଏଲ୍‌ ବ୍ୟୁରୋ: ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଦିଅଁ। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ନୀତିକାନ୍ତି। ନବଦିନାତ୍ମକ ଯାତ୍ରା ସାରି ଫେରିବେ ଶ୍ରୀଜିଉ। ଆଜି ଏଥିପାଇଁ ମହାବାହୁଙ୍କ ବାହୁଡ଼ା ଯାତ। ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ତିନି ଭାଇ ଭଉଣୀ। ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି…

ଅଡୁଆରେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ…

ଓଏଲ୍‌ ବ୍ୟୁରୋ: ଅଡୁଆରେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଗିରଫ ପରେ ଗତକାଲି ଚାକିରିରୁ ବିଦା ହେବା ନେଇ ଘୋଷଣା ହୋଇଥିଲା। ଆଜିଠୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ପ୍ରଶାନ୍ତ। ଖବର ଅନୁସାରେ, ୩…

ରଥରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି,…

ଓଏଲ୍‌ ବ୍ୟୁରୋ: ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଦିଅଁ। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ନୀତିକାନ୍ତି। ନବଦିନାତ୍ମକ ଯାତ୍ରା ସାରି ଫେରିବେ ଶ୍ରୀଜିଉ। ଆଜି ଏଥିପାଇଁ ମହାବାହୁଙ୍କ ବାହୁଡ଼ା ଯାତ। ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ତିନି ଭାଇ ଭଉଣୀ। ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି…

ପିଛା ଛାଡ଼ୁନି ଦୁର୍ଘଟଣା; ଘାଟିରୁ…

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ଲାଗିରହିଛି ଦୁର୍ଘଟଣା। ସଡ଼କ ଦୁର୍ଘଟଣା ଖବର ଏବେ ଚିନ୍ତାର ବିଷୟ ପାଲଟିଛି। ଜୟପାଟଣା ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଘାଟିରୁ ଖସିପଡ଼ିଲା ପିକ୍‌ଅପ୍‌ ଭ୍ୟାନ। ଭାରସାମ୍ୟ ହରାଇ ଘାଟିରୁ ପିକ୍‌ଅପ୍‌ ଭ୍ୟାନ ଖସିବା ପରେ ଘଟଣାସ୍ଥଳରେ…

ରାଜନୀତି ନୁହେଁ ବରଂ ‘ଅଗ୍ନିବୀର’ରେ…

ଓଏଲ୍‌ ବ୍ୟୁରୋ: ଦେଶ ସେବାରେ ସାମିଲ ହେଲେ ଗୋରଖପୁରରୁ ବିଜେପି ସାଂସଦ ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା। ରାଜନୀତି ନୁହେଁ ବରଂ ଡିଫେନ୍ସ ଫୋର୍ସରେ ସାମିଲ ହେଲେ ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା। ଅଭିନେତାରୁ ସାଂସଦ ବନିଥିବା ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେବା ପରେ…

ଆଜି ଏକାମ୍ର ପ୍ରକଳ୍ପର ଭୂମିପୂଜନ ଉତ୍ସବ,…

ଓଏଲ୍‌ ବ୍ୟୁରୋ: ନୂଆ ରୂପ ପାଇବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ। ଏକାମ୍ର ପ୍ରକଳ୍ପର ଆଜି ହେବ ଭୂମିପୂଜନ। ଢୋଲ, ମୃଦଙ୍ଗରେ କମ୍ପୁଛି ଏକାମ୍ର କ୍ଷେତ୍ର। ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା…

ରତ୍ନ ସିଂହାସନକୁ ଯିବେ ତିନି ଦିଅଁ,…

ଓଏଲ୍‌ ବ୍ୟୁରୋ: ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ତିନି ଦିଅଁ। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ନୀତିକାନ୍ତି। ନବଦିନାତ୍ମକ ଯାତ୍ରା ସାରି ଫେରିବେ ଶ୍ରୀଜିଉ। ଆଜି ଏଥିପାଇଁ ମହାବାହୁଙ୍କ ବାହୁଡ଼ା ଯାତ। ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ତିନି ଭାଇ ଭଉଣୀ। ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି ରଥ।…