Odisha Link
Bridging the Missing Links in Odisha
Monthly Archives

June 2023

‘କେନ୍ଦ୍ରର ଚିଠି ଏକ ସ୍ବାଭାବିକ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଆରମ୍ଭ ହେକଣି ରାଜନୈତିକ ଚର୍ଚ୍ଚା। ଏସବୁ ମଧ୍ୟରେ ୫ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିବାଦ। ୫-ଟି ସଚିବଙ୍କୁ ବିରୋଧୀଙ୍କ ବିରୋଧ ପରେ ବିଜେଡିର ପ୍ରତିକ୍ରିୟା। କ୍ଷମତା ହସ୍ତାନ୍ତର କରାଯାଇନି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। କ୍ଷମତା…

‘ରାଜ୍ୟରେ ବାବୁ ତନ୍ତ୍ର ଚାଲିଛି,…

ଓଏଲ୍‌ ବ୍ୟୁରୋ: ରାଜନୀତିରେ ହଟଚମଟ। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ ୫ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିବାଦ। ରାଜ୍ୟରେ ବାବୁ ତନ୍ତ୍ର ଚାଲିଛି କହିଛନ୍ତି ତାରାପ୍ରସାଦ ବାହିନୀପତି। ୫-ଟି ସଚିବ ଯଦି ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି, ମନ୍ତ୍ରୀ ଓ ବିଧାୟକ ଦାୟୀ। ସେମାନେ ସ୍ବର…

ବଢୁଛି ରାଜନୈତିକ ଚର୍ଚ୍ଚା, ୫-ଟି…

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ ତେଜୁଛି ବିବାଦ। ଆଜି ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇଥିବାବେଳେ ଏହାକୁ ବିଜେପିର ତୀବ୍ର ବିରୋଧ। ସବୁଠି କଳା ବେଲୁନ ଉଡ଼ାଇବା ସହ କଳା ପୋଷାକ ପିନ୍ଧି ବିରୋଧ କରିଛନ୍ତି…

ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ଝଟକିବେ ଶ୍ରୀଜିଉ। ଏହାକୁ ନଜରରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ…

ଶ୍ରୀମନ୍ଦିରରେ ଏଏସଆଇ ଟିମ୍, ଅନୁଧ୍ୟାନ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ପହଞ୍ଚିଲେ ଏଏସ୍‌ଆଇ ଡିଜି କିଶୋର ବାସା। ଗର୍ଭ ଗୃହ ଓ ନାଟମଣ୍ଡପ ଅନୁଧ୍ୟାନ କରିବେ ଏଏସ୍‌ଆଇ ଡିଜି। ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ଏଏସଆଇ ପ୍ରସ୍ତୁତ ଥିବା କହିଲେ ଏଏସ୍‌ଆଇ ଡିଜି। ସଂରକ୍ଷଣରେ କୌଣସି ଅସୁବିଧା ହେବ ନାହିଁ। ଗର୍ଭ ଗୃହ ଭିତରେ ମୂଷା ଗାତକୁ ତା’ର ଜାଲିରେ…

କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ:…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ। ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଘାଗରା ପଞ୍ଚାୟତ ଘାଗରଡ଼ିଆ ଗାଁ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଇଥିବାର ଖବର ମିଳିଛି। ଜଣେ ବୃଦ୍ଧ ବ୍ରାହ୍ମଣୀ ନଦୀରେ ଶୌଚ ପାଇଁ ଯାଇଥିଲେ। ସେ ଶୌଚ ସାରି ନଦୀ ଉପରକୁ…

ସଡ଼କ ଦୁର୍ଘଟଣା: ରାସ୍ତାରେ ପଡ଼ିରହିଛି ୨…

ଓଏଲ୍‌ ବ୍ୟୁରୋ: ଗତକାଲି ବାହୁଡ଼ା ଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। କୋରେଇ ସେଗାସାହି ଛକରେ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣା ପରେ କାଲି ରାତିରୁ ପଡ଼ିରହିଛି ୨ ମୃତଦେହ। କ୍ଷତିପୂରଣ ଦାବିରେ ରାସ୍ତାରେ ୨ ମୃତଦେହ ରଖି ରାସ୍ତାରୋକ କରିଛନ୍ତି…

ମୌସୁମୀ ବର୍ଷା ଆରମ୍ଭ: ଡେଙ୍ଗୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମୌସୁମୀ କାରଣରୁ ରାଜ୍ୟର କିଛି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥିବାବେଳେ କିଛି ସ୍ଥାନରେ କୋହଲା ପାଗ ହୋଇଛି। ବର୍ଷା କାରଣରୁ ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏହା ସହ ଅସହ୍ୟ ତାତିରୁ ତ୍ରାହି ମିଳିଛି। ମୌସୁମୀ ବର୍ଷା ହେବା ପରେ ମଶା ବଂଶ…

ଆଜି ପବିତ୍ର ସୁନାବେଶ: ମହଣ ମହଣ ସୁନାରେ…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ଝଟକିବେ ଶ୍ରୀଜିଉ। ସୁନାବେଶ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ…

ସିଂହଦ୍ବାରରେ ତିନି ଠାକୁର 

ଓଏଲ୍‌ ବ୍ୟୁରୋ: ବଡ଼ ଦେଉଳ ଆଗରେ ଠିଆହୋଇଛି ତିତି ରଥ। ନବଦିନାତ୍ମକ ଯାତ୍ରା ସରିବା ପରେ ବାହୁଡ଼ିଛନ୍ତି ତିନି ଠାକୁର। ସଂଧ୍ୟାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ବାର ସାମ୍ନାରେ ଲାଗିଲା ତିନି ରଥ। ପ୍ରଥମେ ତାଳଧ୍ବଜ ରଥ ଏବଂ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲା।…