Odisha Link
Bridging the Missing Links in Odisha
Daily Archives

July 1, 2023

ଜ୍ଞାନାଲୋକ ଟ୍ରଷ୍ଟ ଆନୁକୂଲ୍ୟରେ ବୃକ୍ଷ…

ଭୁବନେଶ୍ୱର: ଆଜି ଜ୍ଞାନାଲୋକ ଟ୍ରଷ୍ଟ ଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣ୍ଡମୁଣ୍ଡା, ଭୁବନେଶ୍ୱର ପରିସରରେ ଏକ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସକାଳୁ ସକାଳୁ ଛାତ୍ର-ଛାତ୍ରୀ ଓ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସର ସଫା କରିବା ସହ ବିଦ୍ୟାଳୟ ପ୍ରାଙ୍ଗଣରେ…

ଜୁଲାଇ ୨୦ ତାରିଖରେ ଆରମ୍ଭ ହେବ ସଂସଦର…

ଓଏଲ୍‌ ବ୍ୟୁରୋ: ଆସନ୍ତା ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଟ୍ୱିଟ୍ କରି ସୂଚନା ଦେଲେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଜୋଶୀ। ମୋଟ ୨୩ ଦିନ ଚାଲିବାକୁ ଥିବା ମୌସୁମୀ ଅଧିବେସନ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏଥର ମୋଟ ୧୯ଟି କାର୍ଯ୍ୟଦିବସ ରହିଛି।

ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର…

ଓଏଲ୍‌ ବ୍ୟୁରୋ: ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର କରି ୫ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଓଟିପି ସେୟାର ଘଟଣାରେ ପୁଣି ଜଣେ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ସମ୍ପୃକ୍ତ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ପୁଣେରୁ ଗିରଫ କରିଛି ଏସଟିଏଫ। ଗିରଫ କରିବା ସହ ଅଭିଯୁକ୍ତକୁ ୩…

ବନ୍ୟା ଆଶଙ୍କା! ବଢୁଛି ହୀରାକୁଦ ଜଳସ୍ତର

ଓଏଲ୍‌ ବ୍ୟୁରୋ: ଛତିଶଗଡ଼-ଓଡ଼ିଶା ମଧ୍ୟରେ ଲାଗିରହିଛି ମହାନଦୀ ଜଳବିବାଦ। ଏହାରି ମଧ୍ୟରେ ଚଳିତ ମୌସୁମୀରେ ଛତିଶଗଡ଼ ପ୍ରଥମ କରି ଗତ ସପ୍ତାହରେ ମହାନଦୀରେ ପାଣି ଛାଡ଼ିଥିଲା। କଲମା ବ୍ୟାରେଜର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ବର୍ତମାନ କଲମା ବ୍ୟାରେଜରେ ଖୋଲିଲା ସମସ୍ତ ୬୬ ଗେଟ୍‌। ପ୍ରବଳ ବର୍ଷା…

ଆଜି ପବିତ୍ର ନୀଳାଦ୍ରିବିଜେ, ମା’…

ଓଏଲ୍‌ ବ୍ୟୁରୋ: ନଅ ଦିନର ଲୀଳା ସାରି ମହାପ୍ରଭୁ ଆଜି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି। ଅଭିମାନ କରିଥିବା ମା' ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଅନନ୍ୟ ନିଦର୍ଶନ। ଶ୍ରୀଗୁଣ୍ଡିଚା ପରେ ମାଉସୀ ମନ୍ଦିରରୁ ତିନି ଦିଅଁଁ ବାହୁଡ଼ା ଯାତ୍ରା ସାରି ଜଗତି ଉପରେ ବିଜେ…