Odisha Link
Bridging the Missing Links in Odisha
Daily Archives

July 3, 2023

ସମ୍‌ ପ୍ରଫେସର ଡ. ସୂର୍ଯ୍ୟପ୍ରକାଶ…

ଭୁବନେଶ୍ୱର: ଜୁନ୍‌ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କୁ ଫେଲୋସିପ ସମ୍ମାନରେ ସମ୍ବର୍ଦ୍ଧିତ…

୨୦୧୯ର ପ୍ରତିଶୋଧ ନେଲା ବିଜେପି, ୨୦୨୪…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ଏସବୁ ମଧ୍ୟରେ ଏବେ ଜାତୀୟ ରାଜନୀତିରେ ଦୁଇଟି ଚର୍ଚ୍ଚାର ପ୍ରସଙ୍ଗ ରହିଛି। ଗୋଟିଏ ହେଲା ବର୍ତ୍ତମାନର ବିଜେପି ସରକାର ବିରୋଧରେ ବିରୋଧୀଙ୍କ ମେଳି ଓ ଅନ୍ୟଟି ମହରାଷ୍ଟ୍ର ରାଜନୀତିର…

ରାଜଧାନୀରେ ଡେଙ୍ଗୁ ଭୟ, ସତର୍କ କରାଇଲେ…

ଓଏଲ୍‌ ବ୍ୟୁରୋ: ବର୍ଷା ଆରମ୍ଭରୁ ମୁଣ୍ଡ ଟେକିଲାଣି ଡେଙ୍ଗୁ। ରାଜ୍ୟରେ ଧୀରେ ଧୀରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮୫ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଅଧିକାଂଶ…

ଅଭିନେତାଙ୍କ ମହାନତା, ଦୁର୍ଘଟଣାଗ୍ରସ୍ଥ…

ଓଏଲ୍‌ ବ୍ୟୁରୋ: ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ମହାନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପାହାଳ ଥାନା ଅନ୍ତର୍ଗତ ନରଣପୁରସ୍ଥିତ କେଏମବିବି ଯୁକ୍ତ ଦୁଇ ବିଜ୍ଞାନ କଲେଜର ଏକ କାର୍ଯ୍ୟକ୍ରମର ଉଦଘାଟକ ଭାବେ ଯୋଗଦେଇ ଭୁବନେଶ୍ୱର ଫେରୁଥିବାବେଳେ ଏକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା…

ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଘରୁ…

ଓଏଲ୍‌ ବ୍ୟୁରୋ: ରାଜଧାନୀର ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। କେତେବେଳେ କେଉଁ ସରକାରୀ ବାବୁ ତ କେତେବେଳେ ସାଧାରଣ ଜନତା ଏହି ଲୁଟେରା ଗ୍ୟାଙ୍ଗର ଶିକାର ହେଉଛନ୍ତି। କିଛି ଦିନ ତଳେ ବିଧାନସଭା ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଘରୁ ଲୁଟ୍‌ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ଘଟଣାରେ ୩ ଜଣିଆ ବାଇକ ରେକି…

ବନ କର୍ମଚାରୀଙ୍କ ଆନ୍ଦୋଳନ ପରେ ପଦକ୍ଷେପ:…

ଓଏଲ୍‌ ବ୍ୟୁରୋ: ଆଜିଠୁ ଶିମିଳିପାଳରେ ପୁଲିସ ପାଟ୍ରୋଲିଂ। ୧୬ଟି ରେଞ୍ଜ୍‌ରେ ୩୦ ପୁଲିସ କର୍ମଚାରୀଙ୍କ ପାଟ୍ରୋଲିଂ। ଆଗକୁ ଆଉ ୩ ପ୍ଲାଟୁନ ପୁଲିସ ପାଟ୍ରୋଲିଂ କରିବେ। ୬ ଶହ ଠିକା ବନ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବା ପରେ ଏନେଇ ପଦକ୍ଷେପ ନିଜାଯାଇଛି। ଘଟଣା ସମ୍ପର୍କରେ ମୟୂରଭଞ୍ଜ ଏସ୍‌ପିଙ୍କୁ ସହାୟତା…

ବାଲେଶ୍ୱର ଏସ୍‌ପିଙ୍କ ପରିବାର ଲୋକଙ୍କଠୁ…

ଓଏଲ୍‌ ବ୍ୟୁରୋ: ଆଇପିଏସ ସାଗରିକା ନାଥଙ୍କ ପରିବାର ଲୋକଙ୍କଠୁ ଲୁଟ୍ ଉଦ୍ୟମ। ଭରତପୁରରେ ରହୁଥିବା ବାପା-ମା’ଙ୍କ ଠାରୁ ଲୁଟ ଉଦ୍ୟମ ହୋଇଛି। ବାଲେଶ୍ୱର ଏସ୍‌ପିଙ୍କ ବାପାମାଆଙ୍କୁ ଲୁଟ୍‌ ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ କରାଯାଇଥିବା ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଭରତପୁର ଥାନାରେ ଅଭିଯୋଗ…

ରାଜ୍ୟରେ ପ୍ରବଳ ବର୍ଷିବ! ଘଡ଼ଘଡ଼ି ସହ…

ଓଏଲ୍‌ ବ୍ୟୁରୋ: ମୌସୁମୀ ଆଗମନ ଦ୍ୱାରା ରାଜ୍ୟର କିଛି ଜିଲ୍ଲାରେ ତାତିରୁ ତ୍ରାହି ମିଳିଛି। ମୌସୁମୀ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବାବେଳେ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। କଟକ ଓ ଭୁବନେଶ୍ୱରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟା ନେଇ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କ୍ଷତିପୂରଣ ରାଶି ଓ ସ୍ଥାୟୀପଟ୍ଟା ପ୍ରଦାନ କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

‘ମୁଖ୍ୟ ସଚିବଙ୍କ ନୀରବତା ସୂଚାଉଛି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏସବୁ ମଧ୍ୟରେ ୫ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିବାଦ। ୫-ଟି ସଚିବଙ୍କୁ ପୁଣି ଟାର୍ଗେଟ କଲା ବିଜେପି। ପ୍ରେସମିଟ୍‌ରେ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ଟାର୍ଗେଟ୍। ମୁଖ୍ୟ ସଚିବ କାହିଁକି ଡିଓପିଟି ଚିଠିର…