Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସା: ବାଲାଟ ବାକ୍ସ ଜାଳିଲେ ଦୁର୍ବୃତ୍ତ, ୯ ମୃତ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ପୋଡ଼ାଜଳା

ଓଏଲ୍ ବ୍ୟୁରୋ: ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚାୟତ ନିର୍ବାଚନ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟା ଯାଏଁ ମତଦାନ ଚାଲିବ। ଆସନ୍ତା ୧୧ରେ ପ୍ରକାଶ ନିର୍ବାଚନ ଫଳାଫଳ ପ୍ରକାଶ। ତେବେ ଏହି ମତଦାନ ସମୟରେ ବ୍ୟାପକ ହିଂସା ହୋଇଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ପୋଡ଼ାଜଳା ସହ ବିଭିନ୍ନ ସ୍ଥାନରେ ହିଂସା ଘଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହା ସହ ପଶ୍ଚିମବଙ୍ଗର କୁଚବିହାରରେ ବାଲାଟ ବାକ୍ସ ଦୁର୍ବୃତ୍ତ ଜାଳିଦେଇଛନ୍ତି। ଏହା ପରେ ମୁର୍ଶିଦାବାଦରେ ଦୁର୍ବୃତ୍ତଙ୍କୁ ଘଉଡ଼ାଇବାକୁ ପୁଲିସ ଫାଙ୍କା ଗୁଳିଚାଳନା କରିଥିବା ଜଣା ପଡିଛି।

Leave A Reply

Your email address will not be published.