Odisha Link
Bridging the Missing Links in Odisha
Daily Archives

July 11, 2023

ଜନଜାତିଙ୍କ ବିକାଶ ପାଇଁ ସରକାରୀ ଯାେଜନା…

ଭୁବନେଶ୍ବର: ଆଜି ଜନଜାତି ଉପଦେଷ୍ଟା ପରିଷଦ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଦିନ ସାଢେ ୧୧ଟାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଜଗନ୍ନାଥ ସାରକା, ସୁଦାମ ମାର୍ଣ୍ଡି ଓ କମିଟିର ସଦସ୍ୟମାନେ ସାମିଲ ହୋଇଛନ୍ତି।…

ବ୍ୟାପୁଛି ଆଖି ଧରା ସଂକ୍ରମଣ, ବିଦ୍ୟାଳୟ…

ଓଏଲ୍ ବ୍ୟୁରୋ: ରାଜ୍ୟରେ ଏବେ ବୃଦ୍ଧି ପାଉଛି ଆଖି ଧରା ରୋଗ। ଋତୁ ପରିବର୍ତ୍ତନ ସାଙ୍ଗକୁ ଅସ୍ୱାଭାବିକ ଭାବେ ଏହି ରୋଗ ମାଡୁଛି। ଭୁବନେଶ୍ୱର, କଟକ, ଯାଜପୁର ସମେତ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହି ରୋଗରେ ଅନେକ ଲୋକ ଆକ୍ରାନ୍ତ ହୋଇଥିବାର ନଜରକୁ ଆସିଛି। ବିଶେଷଜ୍ଞଙ୍କ ମତାନୁଯାୟୀ ଏହା ଏକ ସଂକ୍ରାମକ…

ଏଆଇ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ କଥା…

ଓଏଲ୍ ବ୍ୟୁରୋ: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ନେଇ ପ୍ରେସମିଟରେ ବିଜେପି ନେତା ସମୀର ମହାନ୍ତି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଲୋକଙ୍କୁ ବୋକା ବନାଇବାକୁ ଏ ଯୋଜନା ନୁହେଁ ତ। ବିନା ଟେଣ୍ଡରରେ ଲକ୍ଷ ଲକ୍ଷ ଟଙ୍କାର…

ମାଟ୍ରିମୋନି ସାଇଟକୁ ନେଇ ପୁଲିସ ବିଭାଗର…

ଓଏଲ୍ ବ୍ୟୁରୋ: ଆଜିକାଲି ବିବାହ ପାଇଁ ଯୁବ ପିଢ଼ି ନିଜର ସୋସିଆଲ ମିଡିଆର ସାହାଯ୍ୟ ନେଉଥିବା ଅନେକ ଖବର ସାମ୍ନାକୁ ଆସୁଛି। ଏହି ସୋସିଆଲ ମିଡିଆ ମାଧ୍ୟମରେ ଗଢ଼ି ଉଠିଥିବା ସମ୍ପର୍କ କେତେବେଳେ ଚିରସ୍ଥାୟୀ ତ କେତେବେଳେ ଠକାମିର କାରଣ ପାଲଟିଥିବା ଦେଖିବାକୁ ମିଳେ। ତେବେ ଅତି ପରିଚିତ ଆପ୍ଲିକେସନ…

ଢେଙ୍କାନାଳ ଗସ୍ତ କରିବେ ୫-ଟି ସଚିବ, କଳା…

ଓଏଲ୍ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯିବେ ୫-ଟି ସଚିବ ଭି.କେ ପାଣ୍ଡିଆନ। ବିଭିନ୍ନ ସମସ୍ୟାର ସମାଧାନ ତଥା ପ୍ରକଳ୍ପର ସମୀକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯିବେ। ୫-ଟି ସଚିବଙ୍କ ଢେଙ୍କାନାଳ ଗସ୍ତ ପୂର୍ବରୁ ବିଜେପି ବିରୋଧ କରିଛି। କଳା ପୋଷାକ ପିନ୍ଧି ବିଜେପି ନେତା ଓ କର୍ମୀ ନାରାବାଜୀ…

ଓଟିପି ସେୟାରିଂ ମାମଲା: ଖୋଲିବ ଗୁମର,…

ଓଏଲ୍ ବ୍ୟୁରୋ: ଖୋଲିବ ଓଟିପି ସେୟାରିଂ ସ୍କାମର ଗୁମର। ଓଟିପି ସେୟାରିଂ ମାମଲାରେ ଏନ୍‌ଆଇଏ, ଏଟିଏସ ଓ ଆଇବି ଅଧିକାରୀ ଜେରା ସାରି ଫେରିଲେ। ଅଭିଯୁକ୍ତ ଅଭିଜିତର ବାନ୍ଧବୀ ଓ ବନ୍ଧୁଙ୍କ ବାବଦରେ ତଥ୍ୟ ନେଇଥିବାବେଳେ ବେନାମୀ ଆକାଉଣ୍ଟ ନେଇ ଯାଞ୍ଚ କରାଗଲା। ଖବର ଅନୁସାରେ, ଓଟିପି ସେୟାରିଂ ସ୍କାମ ତଥ୍ୟ…

ଆସନ୍ତାକାଲି ଅପରାହ୍ନରେ ବନ୍ଦ ରହିବ ଜଗା…

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀଜିଉଙ୍କ ଏହି ବନକଲାଗି ନୀତି ସମୟରେ ସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଚାଲିଛି…

ଓଏଲ୍ ବ୍ୟୁରୋ: ଗତ ୮ ତାରିଖରେ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ କରାଯାଇଥିବାବେଳେ ଆଜି ଆରମ୍ଭ ହୋଇଛି ଗଣତି। କଡ଼ା ସୁରକ୍ଷାରେ ଭିତରେ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତମାନ ସୁଦ୍ଧା ଆଗରେ ଟିଏମସି ରହିଥିବାବେଳେ ଭୋଟ ଗଣତି ଜାରି ରହିଛି। ଘଟଣା ସ୍ଥଳରେ ହିଂସା…

ପୁଣି ସାଂସଦ ଅପରାଜିତାଙ୍କ ଟାର୍ଗେଟରେ…

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଭିନ୍ନ ପ୍ରସଙ୍ଗରେ ଶାସକଦଳ-ବିଜେପି ମୁହାଁମୁହିଁ ହେଉଥିବାବେଳେ ସୋସିଆଲ ମିଡିଆରେ ପୁଣି ବିଜେଡିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟାର୍ଗେଟ୍‌ କରିଛନ୍ତି। ସୂଚନା ଅନୁସାରେ, ସୋସିଆଲ…

ଭିଜୁଛି ଉପକୂଳ ଓଡ଼ିଶା! ଅନେକ ଜିଲ୍ଲାରେ…

ଓଏଲ୍ ବ୍ୟୁରୋ: ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଲାଗି ରହିଥିବାବେଳେ କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ଅନୁଭୂତ ହୋଇଛି। ମୌସୁମୀ ବାୟୁ ରାଜ୍ୟରେ ପ୍ରବେଶ କରିଥିବା ସତ୍ତ୍ବେ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବଭାବିକ ବର୍ଷା ହୋଇ ପାରିନାହିଁ। ଅନେକ ଜିଲ୍ଲାରେ ମରୁଡି ଆଶଙ୍କା କରାଯାଉଛି। ଏସବୁ…