ଥାନା ସାମ୍ନା ପୋଖରୀରୁ ମିଳିଲା…
ଓଏଲ୍ ବ୍ୟୁରୋ: ଥାନା ସାମ୍ନା ପୋଖରୀରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପାଖରେ ଥିବା ପୋଖରୀରେ ଘଟିଛି। ମୃତ କନେଷ୍ଟବଳ ଜଣଙ୍କ ହେଉଛନ୍ତି ପ୍ରଦୀପ ନାୟକ। ତାଙ୍କ ଘର ହରିଚନ୍ଦନପୁର ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ାରେ ପରିବାର ସହ…