Odisha Link
Bridging the Missing Links in Odisha
Daily Archives

July 12, 2023

ନଦୀ କୂଳରେ ପଡ଼ି ରହିଛି ଗଦା ଗଦା ମଲା…

ଓଏଲ୍ ବ୍ୟୁରୋ: ନଦୀରେ ମଲା ମାଛ ଭାସୁଥିବା ଏକ ଭିଡିଓ ଭାଇରାଲ ହେଉଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ବାହୁଦା ନଦୀ କୂଳରେ ଟନ ଟନ ମଲା ମାଛ ପଡ଼ି ରହିଥିବା କୁହାଯାଉଛି। ଏହି ମାଛ ଗୁଡ଼ିକ ସମୁଦ୍ର ମାଛ ହୋଇଥିବା ବେଳେ ପୂର୍ବରୁ ଏହାକୁ ସମୁଦ୍ରରୁ ହିଁ ଧରାଯାଇଥିଲା। କିନ୍ତୁ ମାଛ ବିକ୍ରି ନ ହେବାରୁ ନଦୀ…

ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ…

ଓଏଲ୍ ବ୍ୟୁରୋ: କେନ୍ଦୁଝରରେ ବିଷାକ୍ତ ଖାଦ୍ୟ ଖାଇ ୪ର୍ଥ ଶ୍ରେଣୀର ଛାତ୍ରୀ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। କେନ୍ଦୁଝରର ଏକ ଏସସି/ଏସଟି ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ମିଳିବ। ରାଜ୍ୟ ମାନବ ଅଧିକାର ଆୟୋଗ ମୃତ…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା:…

ଓଏଲ୍ ବ୍ୟୁରୋ: ଗତ ୮ ତାରିଖରେ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ କରାଯାଇଥିବାବେଳେ କଲି ଗଣତି ହୋଇଥିଲା। ଘଟଣା ସ୍ଥଳରେ ହିଂସା ରୋକିବାକୁ ପୁଲିସ ଓ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଥିଲା। ନିର୍ବାଚନୀ ହିଂସାରେ ଏଯାଏଁ ୩୪ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ରହିଛି। ଏଠାରେ ପରିସ୍ଥିତି ଏତେ…

ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି…

ଓଏଲ୍ ବ୍ୟୁରୋ: ଶିକ୍ଷକତା କରିବାକୁ ଚାହୁଁଥିବା ଆଶାୟୀ ଯୁବକ ଯୁବତୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଘୋଷଣା କରିଛନ୍ତି। କେବଳ ଶିକ୍ଷକ ନୁହେଁ ତା ସହ ଅଣଶିକ୍ଷକ ପଦବୀ ସୃଷ୍ଟି କରିଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ପଦବୀ ସୃଷ୍ଟି ହୋଇଛି। ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଏହି ସବୁ ପଦବୀ…

ଆସନ୍ତା ଶୁକ୍ରବାର ଲଞ୍ଚ୍ ହେବ…

ଓଏଲ୍ ବ୍ୟୁରୋ: ପୁଣିଥରେ ବିଶ୍ବ ଦରବାରରେ ଇତିହାସ ରଚିବା ପାଇଁ ପ୍ରସ୍ତୁତ ଭାରତ। କାରଣ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରଯାନ-୩କୁ ନେଇ ନେଇ ଦେଇଛି ବଡ଼ ଅପଡେଟ୍‌। ଜୁଲାଇ ୧୪ରେ ଅର୍ଥାତ ଆସନ୍ତା ଶୁକ୍ରବାର…

ଉତ୍ତର ଭାରତରେ ତାଣ୍ଡବ ରଚିଲା ବର୍ଷା,…

ଓଏଲ୍ ବ୍ୟୁରୋ: ଉତ୍ତର ଭାରତରେ ଦୁର୍ଦ୍ଦିନ ଆଣିଦେଇଛି ବର୍ଷା। ବର୍ଷା ପ୍ରଭାବରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବରେ ଜନ ଜୀବନ ହନ୍ତସନ୍ତ ହୋଇପଡିଛି। ହରିୟାଣା ଓ ରାଜସ୍ଥାନରେ ମଧ୍ୟ ବର୍ଷା ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା…

ଆଜି ଅପରାହ୍ନରେ ବନ୍ଦ ରହିବ ଜଗା ଦର୍ଶନ,…

ଓଏଲ୍ ବ୍ୟୁରୋ: ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀଜିଉଙ୍କ ଏହି ବନକଲାଗି ନୀତି ସମୟରେ ସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ବନକଲାଗି ନୀତି…

ଢେଙ୍କାନାଳ ଗସ୍ତରେ ୫-ଟି ସଚିବ,…

ଓଏଲ୍ ବ୍ୟୁରୋ: ଢେଙ୍କାନାଳ ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ୍। ଆଜି ସକାଳୁ ୫-ଟି ସଚିବ ଭି.କେ ପାଣ୍ଡିଆନ ପ୍ରଥମେ ଢେଙ୍କାନାଳ ସ୍ତିତ ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି। ବଳଦେବଜୀଉ ଦର୍ଶନ କରିବା ସହ ମନ୍ଦିର ଓ ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ସେବାୟତଙ୍କ…

ଜିଏସ୍‌ଟି ପରିଷଦ ବୈଠକ: କ’ଣ ଶସ୍ତା,…

ଓଏଲ୍‌ ବ୍ୟୁରୋ: ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପରିଷଦର ୫୦ତମ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ଅନେକ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାନସର ଓ ବିରଳ ରୋଗର ଔଷଧ ଉପରୁ…

‘ମୋ ସରକାର’ ଅଧୀନକୁ ଆସିବ ଜନ ଅଭିଯୋଗ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡି ହୋଇ ୫-ଟି ସଚିବ ଭି.କେ. ପାଣ୍ଡିଆନ…