Odisha Link
Bridging the Missing Links in Odisha

ବନ୍ୟାର କରୁଣ ଚିତ୍ର, ଗଲାଣି ୮ ଜୀବନ

କାଠୁଆ ଜିଲ୍ଲାର ଉପର ମୁଣ୍ଡରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଆଠ ଜଣଙ୍କର ମୃତ୍ୟୁ ଘଟିଛି

ଓଏଲ୍‌ ବ୍ୟୁରୋ: ବର୍ଷାର ବିତ୍ପାତ ପରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ସ୍ଥାନରେ ଜଳବନ୍ଦୀ ହୋଇ ରହିଛି। ତେବେ ବନ୍ୟା କାରଣରୁ ଆଉ ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାର ଉପର ମୁଣ୍ଡରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା କାଠୁଆ ପୁଲିସ ସୂଚନା ଦେଇଛି।

Leave A Reply

Your email address will not be published.