Odisha Link
Bridging the Missing Links in Odisha

ସ୍ୱାସ୍ଥ୍ୟ ବିଭାଗର କଡ଼ା ପଦକ୍ଷେପ, ସମସ୍ତ ମେଡିକାଲ୍‌କୁ ଆଣ୍ଟିଭେନମ ରଖିବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ସାପ କାମୁଡ଼ାଜନିତ ମୃତ୍ୟୁ ରୋକିବାକୁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ମେଡିକାଲ୍‌କୁ ଆଣ୍ଟିଭେନମ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଗୁଣିଗାରେଡିରେ ବିଶ୍ୱାସ ନ କରି ମେଡିକାଲ ଆଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଜଳବାହିତ ରୋଗ ନିରାକରଣ ନେଇ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.