Odisha Link
Bridging the Missing Links in Odisha
Daily Archives

July 25, 2023

ଆଇଆରସିଟିସି ୱେବସାଇଟରେ ବୈଷୟିକ ତ୍ରୁଟି,…

ଓଏଲ୍‌ ବ୍ୟୁରୋ: ଦେଶର ସବୁଠାରୁ ବଡ ରେଳ ଟିକେଟ୍ ବୁକିଂ ପ୍ଲାଟଫର୍ମରେ ତ୍ରୁଟି ଦେଖିବାକୁ ମିଳିଛି। ରେଳ ଟିକେଟ୍ ବୁକିଂ ପାଇଁ ଲୋକଙ୍କର ପ୍ରଥମ ପସନ୍ଦ ଆଇଆରସିଟିସି ସାଇଟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇଆରସିଟିସି ୱେବସାଇଟରେ ବୈଷୟିକ ତ୍ରୁଟି ପାଇଁ…

ସଂସଦର ମୌସୁମୀ ଅଧିବେଶନ: ଅପରାହ୍ନ ୨ଟା…

ଓଏଲ୍‌ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଆଜି ଅପରାହ୍ନ ୨ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି। ତେବେ ଆଜି ପୁଣି ଗୃହ ଅଚଳ…

ମଣିପୁର ଭିଡିଓ ଭାଇରାଲ ଘଟଣା: ୭…

ଓଏଲ୍‌ ବ୍ୟୁରୋ: ମଣିପୁର ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ମହିଳାଙ୍କୁ ସର୍ବସାଧାରଣରେ ନିର୍ଯାତନା ଘଟଣା ଦେଶ ବାସୀଙ୍କର ମୁଣ୍ଡ ନୁଆଁଇ ଦେଇଛି। ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର। ଏହି ଘଟଣାରେ ଏଯାବତ ମୋଟ ୭…

ଓଡ଼ିଶା ସିଭିଲ୍ ସର୍ଭିସ ରେଜଲ୍ଟ: ବିନା…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ରେଜଲ୍ଟ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ଓଡିଶା ପବ୍ଲିକ ସର୍ଭିସ କମିଶନକୁ ନିର୍ଦ୍ଦେଶ ଦିଆଯାଇଛି। ଚୟନ ପ୍ରକ୍ରିୟା ଜାରି ରହିଲେ ବି ଫଳ ପ୍ରକାଶ ନ…

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି…

ଓଏଲ୍‌ ବ୍ୟୁରୋ: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ୫ଟି ଗେଟ୍ ଖୋଲା ଯାଇଥିଲା। ତେବେ ହୀରାକୁଦର ଜଳସ୍ତର ବଢ଼ୁଥିବାରୁ ଡ୍ୟାମର ଆଉ ୩ ଗେଟ୍‌ ଖୋଲିଥିଲା। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର…

୭୬ତମ କନହେଇଲାଲ୍ ସ୍ମୃତି ସମାରୋହ…

ଓଏଲ୍‌ ବ୍ୟୁରୋ: ୭୬ତମ କନହେଇଲାଲ୍ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ମାନେ କହିଛନ୍ତି, ଗୋଟିଏ ନଥିବା ପୃଥିବୀର ମଣିଷ ଥିଲେ କନହେଇଲାଲ୍ ଦାସ। କନହେଇଲାଲ୍ ଦାସ ଏପରି ପ୍ରେମକୁ ଭଲ ପାଉନଥିଲେ ଯେଉଁ ପ୍ରେମ ନାହିଁ! ନଈ ନକସା ଦେଇ ବୋହି ଯାଏନା, ବରଂ ନଈ ବୋହିଗଲା ପରେ ନକସା…

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ…

ଓଏଲ୍‌ ବ୍ୟୁରୋ: ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡିଶା ଗସ୍ତ ପୂର୍ବରୁ ଗତକାଲି କାରକେଡ୍ ରିହରସେଲ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ମାତିଛନ୍ତି ସାଇବର ଲୁଟେରା, ତୁରନ୍ତ…

ଓଏଲ୍ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ଏଭଳି ଠକେଇରୁ ନିଜକୁ ଦୂରରେ ରଖିବା…

ଆହୁରି ଘନୀଭୂତ ହେବ ଲଘୁଚାପ!…

ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ମେଘାଚ୍ଛନ୍ନ ଆକାଶ ଦେଖିବାକୁ ମିଳିଛି। ଗତକାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏକ ସୁଦୃଶଃ…