ସେପ୍ଟେମ୍ବର ୧୮ରୁ ସଂସଦର ବିଶେଷ ଅଧିବେଶନ
ଓଏଲ୍ ବ୍ୟୁରୋ: ବିରୋଧୀ ଦଳ ନେତା ମାନେ ଦେଶରେ ଆଗୁଆ ନିର୍ବାଚନ ହେବା ନେଇ ବାରମ୍ବାର ମତ ରଖୁଥିବା ବେଳେ ଆଜି କେନ୍ଦ୍ର ସରକାର ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି। ଯାହାକୁ ନେଇ ଆଗୁଆ ନିର୍ବାଚନ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେପ୍ଟେମ୍ବର ୧୮ରୁ ୨୨ ଯାଏ ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବସିବ। ଏପରି…