Odisha Link
Bridging the Missing Links in Odisha
Daily Archives

August 1, 2023

ବ୍ୟାଙ୍କକୁ ଫେରିଲାଣି ୮୮% ଦୁଇ ହଜାର…

ଓଏଲ୍‌ ବ୍ୟୁରୋ: ୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଜି ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଯେ, ୮୮ ପ୍ରତିଶତ ଦୁଇ ହଜାଟ ଟଙ୍କିଆ ନୋଟଗୁଡ଼ିକ ଦେଶର ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଫେରି ଆସିଛି। ଜୁଲାଇ ୩୧ ସୁଦ୍ଧା ବଜାରରେ କେବଳ ୪୨ ହଜାର କୋଟି ଟଙ୍କା ମୂଲ୍ୟର ୨୦୦୦…

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ଦେଢ଼…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଶେଷଥର ପାଇଁ ୧୯୭୮ ମସିହାରେ ଯେଉଁ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର…

ବୁଧବାର ବିରୋଧୀ ସାଂସଦଙ୍କୁ ଭେଟିବେ…

ଓଏଲ୍‌ ବ୍ୟୁରୋ: ମଣିପୁରରେ ଲାଗି ରହିଥିବା ହିଂସାକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ସଂସଦର ମୌସୁମୀ ଅଧିବେଶନ। ପ୍ରାୟ ୩ ମାସ ହେଲା ମଣିପୁର ଅଶାନ୍ତ ହୋଇ ରହିଛି। ଏହାକୁ ନେଇ ସରକାର, ବିରୋଧୀ ସମସ୍ତେ ଚିନ୍ତାରେ। ଏବେ ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳର ସାଂସଦମାନଙ୍କୁ ଭେଟିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ନିଯୁକ୍ତି ଦିଆଯାଇଥିବା ସୂଚନାର ରହିଛି। ୧୪ ଜଣ ନୂତନ ଅଧ୍ୟକ୍ଷ: ଅନୁଗୁଳ ଜିଲ୍ଲା- ସଦାଶିବ ନାୟକ ବାଲେଶ୍ବର- ମଦନ ମୋହନ ମାଝୀ…

ବାହାନଗା ରେଳ ଦୁର୍ଘଟଣାକୁ ପୂରିବ ୨ ମାସ;…

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାକୁ ଆସନ୍ତାକାଲି ଦୁଇ ମାସ ପୂରିବ। ହେଲେ ଆଜି ପର୍ଯ୍ୟନ୍ତ ଆହୁରି ୨୯ଟି ମୃତଦେହର ପରିଚୟ ଜଣାପଡ଼ି ନାହିଁ। ସମସ୍ତ ମୃତଦେହକୁ ଗୋଟିଏ କଣ୍ଟେନରରେ ସଂରକ୍ଷଣ କରି ଏମ୍ସ ପରିସରରେ ରଖାଯାଇଛି। ଭୁବନେଶ୍ୱର ଏମ୍ସର ସୂଚନା…

ଏ ସପ୍ତାହରେ ବି ହେବନି ମହାପ୍ରଭୁଙ୍କ…

ଓଏଲ୍‌ ବ୍ୟୁରୋ: ବାହୁଡ଼ା ଯାତ୍ରା ପରଠୁ ଶ୍ରୀଜିଉଙ୍କର ହୋଇନି ବନକଲାଗି ନୀତି। ଯାହାକୁ ନେଇ ତର୍କ ବିତର୍କ ଲାଗି ରହିଛି। ଅନ୍ୟପଟେ ବାଦ ବିବାଦ ଭିତରେ ବନକଲାଗି ନୀତିକୁ ନେଇ ବାହାରିଲା ବାଟ। ଆସନ୍ତା ୯ ତାରିଖରେ କାଳିଆର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ହେବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…

ଦିଲ୍ଲୀ ଅଧ୍ୟାଦେଶ ବିଲ୍‌କୁ ସମର୍ଥନ,…

ଓଏଲ୍‌ ବ୍ୟୁରୋ: ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍‌କୁ ନେଇ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହାକୁ…

ଦ ସି ଆଣ୍ଡ ସେଭେନ ଭିଲେଜେସ ସିନେମାକୁ ଆଉ…

ଓଏଲ୍‌ ବ୍ୟୁରୋ: ସୁନାମଧନ୍ୟ ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଚଳଚ୍ଚିତ୍ର "ଦ ସି ଆଣ୍ଡ ସେଭନ ଭିଲେଜେସ.."କୁ ମିଳିଛି ଆଉ ଏକ ସଫଳତା ।ବିଶ୍ୱର ଦୀର୍ଘତମ ଭ୍ରାମ୍ୟମାଣ ଚଳଚିତ୍ର ମହୋତ୍ସବ *ଜାଗରଣ ଫିଲ୍ମ…

ପୃଥିବୀ କକ୍ଷ ଛାଡ଼ିଲା ଚନ୍ଦ୍ରଯାନ-୩,…

ଓଏଲ୍‌ ବ୍ୟୁରୋ: ପୃଥିବୀ କକ୍ଷ ଛାଡ଼ିଲା ଚନ୍ଦ୍ରଯାନ-୩। ସୋମବାର ବିଳମ୍ବତି ରାତିରେ ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩। ଟ୍ରାନ୍ସ ଲୁନାର ଇଞ୍ଜେକସନ (ଟିଏଲଆଇ) ଦ୍ବାରା ଚନ୍ଦ୍ରଯାନ-୩କୁ ଚନ୍ଦ୍ର ଅଭିମୁଖେ ପ୍ରେରଣ କରାଯାଇଛି। ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ର…