Odisha Link
Bridging the Missing Links in Odisha

କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: କିଛି ଯାତ୍ରୀ ପୋତି ହୋଇଯାଇଥିବା ଆଶଙ୍କା

କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ କିଛି ଯାତ୍ରୀ ପୋତି ହୋଇପଡ଼ିଥିବା ଆଶଙ୍କା

ଓଏଲ୍‌ ବ୍ୟୁରୋ: କେଦାରନାଥ ଯାତ୍ରା ପଥରେ ଅଘଟଣ। ଗତକାଲି ରାତିରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଦେଇ ଯାଇଥିବା କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହୋଇଥିବା ସୂଚନା ରହିଛି। କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ କିଛି ଯାତ୍ରୀ ପୋତି ହୋଇପଡ଼ିଥିବା ଆଶଙ୍କା ରହିଛି। ପ୍ରବଳ ବୃଷ୍ଟିପାତ ପରେ ଗୌରୀକୁଣ୍ଡ ନିକଟରେ ଘଟିଥିବା ଏହି ଅଘଟଣରେ ୩ଟି ଦୋକାନ ମଧ୍ୟ ନଷ୍ଟ ହୋଇଯାଇଥିବା ଜଣା ପଡିଛି। ତେବେ ଯାତ୍ରୀ ପୋତି ହୋଇପଡ଼ିଥିବା ଆଶଙ୍କା କରି ତଦନ୍ତ କରାଯାଉଛି।

Leave A Reply

Your email address will not be published.