Odisha Link
Bridging the Missing Links in Odisha

ମୟୂରଭଞ୍ଜର ହେବ ବିକାଶ, ଆବଶ୍ୟକ ଅର୍ଥ ଅନୁମୋଦନ କଲେ ରାଜ୍ୟ ସରକାର

ଓଏଲ୍‌ ବ୍ୟୁରୋ: ମୟୂରଭଞ୍ଜର ପର୍ଯ୍ୟଟନସ୍ଥଳୀ ବିକାଶକୁ ରାଜ୍ୟ ସରକାର ଅନୁମୋଦନ ପ୍ରକାଶ କରିଛନ୍ତି। ଜିଲ୍ଲାର ଭୀମକୁଣ୍ଡ,ଦେବକୁଣ୍ଡ ଓ ଖିଚିଂ ପର୍ଯ୍ୟଟନ ସ୍ଥଳୀ ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶା ସରକାର ଆବଶ୍ୟକ ଅର୍ଥ ଅନୁମୋଦନ କରିଛନ୍ତି। ଗତ ମାର୍ଚ୍ଚ ୨ ଏବଂ ୩ ତାରିଖରେ ୫-ଟି ସଚିବ ମୟୂରଭଞ୍ଜ ଗସ୍ତ ବେଳେ ପର୍ଯ୍ୟଟନ ସ୍ଥଳୀ ବୁଲି ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତାହା ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛି।

Leave A Reply

Your email address will not be published.