Odisha Link
Bridging the Missing Links in Odisha
Daily Archives

August 5, 2023

ଖୋଲିଲା ହୀରାକୁଦର ଆଉ ୫ ଗେଟ୍, ମୋଟ୍…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ୧୨ଟି ଗେଟ୍ ଖୋଲିଥିଲା। ବର୍ତ୍ତମାନ ଆଉ ୫ଟି ଗେଟ ଖୋଲିଛି। ମୋଟ୍ ୧୭ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଛି। ଛତିଶଗଡ଼ ଉପରମୁଣ୍ଡରେ ବର୍ଷା…

କେଦାରନାଥ ଯାତ୍ରା ପଥରେ ଅଘଟଣ: ୩ ମୃତ,…

ଓଏଲ୍‌ ବ୍ୟୁରୋ: କେଦାରନାଥ ଯାତ୍ରା ପଥରେ ଅଘଟଣ। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଦେଇ ଯାଇଥିବା କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହୋଇଥିବା ସୂଚନା ରହିଛି। କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ କିଛି ଯାତ୍ରୀ ପୋତି ହୋଇପଡ଼ିଥିବା ଜଣା ପଡିଛି। ପ୍ରବଳ ବୃଷ୍ଟିପାତ ପରେ ଗୌରୀକୁଣ୍ଡ ନିକଟରେ…

ଲୋକାର୍ପିତ ହେଲା ୨ଟି ଜାତୀୟ ରାଜପଥ…

ଓଏଲ୍‌ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଲୋକସେବା ଭବନର କନଭେନସନ୍ ସେଂଟରରେ ଜାତୀୟ ରାଜପଥର ୨ଟି ବଡ଼ ପ୍ରକଳ୍ପର ଲୋକାର୍ପଣ ଅବସରରେ ଯୋଗଦେଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଛନ୍ତି। ଭର୍ଚୁଆଲ ମାଧ୍ୟମରେ ସୁକିନ୍ଦା-କାମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ…

ଗୋଟିଏ ମଞ୍ଚରେ ନବୀନ-ଶାହ

ଓଏଲ୍‌ ବ୍ୟୁରୋ: ଅମିତ ଶାହଙ୍କ ଭୁବନେଶ୍ବର ଗସ୍ତ ନେଇ ରାଜ୍ୟ ବିଜେପି ବେଶ୍ ଚଳଚଞ୍ଚଳ। ମଧ୍ୟରାତ୍ରିରେ ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଂଚିଥିଲେ। ରାତି ପାଖାପାଖି ୧୧ଟା ୫୦ରେ ବିମାନ ବନ୍ଦରରେ ଶାହ ପହଞ୍ଚିଥିଲେ। ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ…

ଆଜିର ଦିନ ଗୁରୁତ୍ବପୂର୍ଣ୍ଣ, ଚନ୍ଦ୍ରର…

ଓଏଲ୍‌ ବ୍ୟୁରୋ: ଚନ୍ଦ୍ରର କକ୍ଷ ପଥ ଅଭିମୁଖେ ଚନ୍ଦ୍ରଯାନ-୩। ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରୁଥିବାରୁ ଆଜି ଚନ୍ଦ୍ରଯାନ ଲାଗି ଗୁରୁତ୍ବପୂର୍ଣ୍ଣ ଦିନ। ଆଜି ସନ୍ଧ୍ୟାରେ ଚନ୍ଦ୍ରର କକ୍ଷ ପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିବ ବୋଲି ଆଶା ରହିଛି। ସୋମବାର ବିଳମ୍ବତି ରାତିରେ ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର…

ମର୍ମନ୍ତୁଦ ଦୁର୍ଘଟଣା: ଘାଟିରୁ ୫୦ ଫୁଟ…

ଓଏଲ୍‌ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଭାରସାମ୍ୟ ହରାଇ ଘାଟିରୁ ୫୦ ଫୁଟ ତଳକୁ ଖସିଲା ଟ୍ରକ। ଘଟଣାସ୍ଥଳରେ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ଟ୍ରକଟି କଲିକତାରୁ କେନ୍ଦୁଝର…

ଖଣି ମାଫିଆଙ୍କ ବର୍ବରକାଣ୍ଡ: ବେଆଇନ ଖଣି…

ଓଏଲ୍‌ ବ୍ୟୁରୋ: ବେଆଇନ ଖଣି ଖନନ ଅଟକ ବେଳେ ଖଣି ମାଫିଆଙ୍କ ବର୍ବରକାଣ୍ଡ। ଖଣି ମାଫିଆ ମାଡ଼ ମାରି ଆରଆଇଙ୍କ ମୁଣ୍ଡ ଫଟାଇ ଦେଇଥିବା ଜଣା ପଡିଛି। ଉଦଳା ଖୁଣ୍ଟା ତହସିଲ ବଡ଼ପଥରା ଆରଆଇ ଦୟାନିଧି ରାଉତଙ୍କୁ ଆକ୍ରମଣ ହୋଇଥିବା ଜଣା ପଡିଛି। ସୁବର୍ଣ୍ଣମଞ୍ଜରୀ ଖାଦାନକୁ ଚଢାଉ ପାଇଁ ଯାଇଥିବା ବେଳେ ଆକ୍ରମଣର…

ବଢୁଛି ହୀରାକୁଦ ଜଳସ୍ତର, ୧୨ଟି ଗେଟ୍‌…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ୧୨ଟି ଗେଟ୍ ଖୋଲିଥିବା ଜଣା ପଡିଛି। ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଥିବାରୁ ହୀରାକୁଦ ଗେଟ୍ ଖୋଲିଛି ବୋଲି ଜଳସଂପଦ ବିଭାଗର…

ଥମୁନି ମଣିପୁର ହିଂସା: ଏଯାବତ୍ ଗଲାଣି…

ଓଏଲ୍‌ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ଦୀର୍ଘଦିନ ହେବ ମଣିପୁରରେ ଥମୁନି ହିଂସା। ଏହାରି ମଧ୍ୟରେ ବିଷ୍ଣୁପୁର ଜିଲ୍ଲାରେ ୩ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ୩ ଜଣଙ୍କୁ ହତ୍ୟା କରାଯାଇଛି। ଅନେକ ଘର ନିଆଁ ଲଗାଇ…

ପରଦାକୁ ଆସିବ ପ୍ରତିଭା ରାୟଙ୍କ…

ଓଏଲ୍‌ ବ୍ୟୁରୋ: ବଡ଼ ପରଦାରେ ସିନେ ପ୍ରେମୀ ଦେଖିବେ ପ୍ରତିଭା ରାୟଙ୍କ 'ଯାଜ୍ଞସେନୀ'ର ଝଲକ। ବର୍ତ୍ତମାନ ସବୁଠି ଏବେ ଚର୍ଚ୍ଚାରେ ରହିଛି ବଙ୍ଗଳା ଚଳଚ୍ଚିତ୍ର 'ଦ୍ରୌପଦୀ'। ବିଶିଷ୍ଟ ଓଡ଼ିଆ ସ୍ରଷ୍ଟା ଡ. ପ୍ରତିଭା ରାୟଙ୍କ 'ଯାଜ୍ଞସେନୀ' ଉପନ୍ୟାସ ଉପରେ ଆଧାରିତ ହୋଇ ନିର୍ମାଣ ଚାଲିଥିବା ବଙ୍ଗଳା ଚଳଚ୍ଚିତ୍ର…