Odisha Link
Bridging the Missing Links in Odisha

ପୁଣି ଚର୍ଚ୍ଚାକୁ ଆସିଲା ବ୍ରହ୍ମପୁର ଦୀପିକାଙ୍କ ଅଭିଯୋଗ, ପ୍ରେମିକଙ୍କ ଘର ଆଗରେ ଦେଲେ ଧାରଣା

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଦୀପିକା ଦୀନେଶ ପ୍ରେମ କାହାଣୀ ଘଟଣା ସାମ୍ନାକୁ ଆସିଛି। ନ୍ୟାୟ ଦାବି ନେଇ ବ୍ରହ୍ମପୁର ଦେଶିବେହେରା ସାହିରେ ନିଜ ପ୍ରେମିକ ଘର ବାରଣ୍ଡାରେ ବସିଛନ୍ତି। ଦାବିରେ ପ୍ରେମିକ ଘର ଆଗରେ ପୁଣିଥରେ ଦୀପିକା ଧାରଣା ଦେଇଥିବା ଜଣା ପଡିଛି। ବଡ଼ ବଜାର ଦେଶୀବେହେରା ସାହିରେ ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି। ଆଜି ଧାରଣା ବେଳେ ପ୍ରେମିକର ମାଆ ଲଙ୍କା ଗୁଣ୍ଡ ଫିଙ୍ଗିବା ଅଭିଯୋଗ ଆଣିଛନ୍ତି। ଲଙ୍କା ଗୁଣ୍ଡ ସହ ପାଣି ଫିଙ୍ଗିବା ନେଇ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ବର୍ଷ ମଧ୍ୟ ହକ୍‌ ପାଇଁ ଦୀପିକା ଦୀର୍ଘଦିନ ଧାରଣା ଦେଇଥିଲେ।

ସୂଚନା ଅନୁସାରେ, ଗତ ବର୍ଷ ମଧ୍ୟ ହକ୍‌ ପାଇଁ ଦୀପିକା ଦୀର୍ଘଦିନ ଧାରଣା ଦେଇଥିଲେ। ନ୍ୟାୟ ଦାବି ନେଇ ବ୍ରହ୍ମପୁର ଦେଶିବେହେରା ସାହିରେ ନିଜ ପ୍ରେମିକ ଘର ବାରଣ୍ଡାରେ ବସିଥିଲେ। ଖରା, ବର୍ଷାକୁ ଖାତିର ନ କରି ଦିନେଶକୁ ପାଇବା ଜିଦରେ ଦୀପିକା ଅଟଳ ଥିଲେ। ହାଇକୋର୍ଟରେ ମାମଲା ବିଚାରାଧିନ ଥିଲା।

Leave A Reply

Your email address will not be published.