Odisha Link
Bridging the Missing Links in Odisha
Daily Archives

August 10, 2023

ମୁଣ୍ଡଳୀ ନିକଟରେ ୨ ଛାତ୍ର ନିଖୋଜ ଘଟଣା:…

ଓଏଲ୍‌ ବ୍ୟୁରୋ: ମହାନଦୀରେ ନରାଜ ନିକଟରେ ୨ ଛାତ୍ର ନିଖୋଜ ଘଟଣାରେ ନୂଆ ମୋଡ଼। ପୁଅକୁ ହତ୍ୟା କରାଯାଇଥିବା ଫାଣ୍ଡିରେ ତାଙ୍କ ବାପା ଅଭିଯୋଗ କରିଛନ୍ତି। ନିଖୋଜ ଛାତ୍ରଙ୍କ ମଧ୍ୟରୁ ଜଣକ ବାପା ଗୋଡ଼ିସାହି ଫାଣ୍ଡିରେ ଏତଲା କରିଛନ୍ତି। ପୁଅକୁ ଅପହରଣ କିମ୍ବା ନଦୀକୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ…

ଅଗଷ୍ଟ ୧୫ ପରଠୁ ଘରୁ ମଶା ବାହାରିଲେ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଡେଙ୍ଗ ସଂକ୍ରମଣକୁ ରୋକିବା ପାଇଁ ଏଣିକି ଘରକୁ ଘର ବୁଲି ଡେଙ୍ଗା ମଶା ଖୋଜିବ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)। ଯଦି ଘରୁ…

ସଫଳତା ଅଭିମୁଖେ ଚନ୍ଦ୍ରଯାନ-୩, ସାମ୍ନାକୁ…

ଓଏଲ୍‌ ବ୍ୟୁରୋ: ସଫଳତା ଅଭିମୁଖେ ଇସ୍ରୋ। ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିଛି। ଏହା ସହ ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇବା ପରେ ଏବେ ଆଉ ଏକ ନିକଟତର ଚିତ୍ର ସାମ୍ନାକୁ ଆସିଛି। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍‌ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ…

ଘରୁ ମଶା ବାହାରିଲେ ଗୃହକର୍ତ୍ତା ଗଣିବେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ରୋଗକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢ଼ିବାରେ ଲାଗିଛି। ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଡେଙ୍ଗୁ ପାଇଁ ବିଏମ୍‌ସି ନିର୍ଦ୍ଦେଶନାମା ଜାରି କରିଛି। ଘରୁ ମଶା ବାହାରିଲେ ଗୃହକର୍ତ୍ତା ଗଣିବେ ୧୦୦୦…

ପାକିସ୍ତାନରେ ହାଇଡ୍ରାମା, ରାତି ଅଧରେ…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ହାଇଡ୍ରାମା। ରାତି ଅଧରେ ପାକିସ୍ତାନ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି। ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଭିତରେ ଗତକାଲି ପାକିସ୍ତାନ ସଂସଦକୁ ଭଙ୍ଗ କରାଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣିଥରେ ନିର୍ବାଚନ ହେବ।…

ଏମବିବିଏସ୍ ସିଟ୍ ପାଇଁ ଅର୍ଥ ହଡ଼ପ…

ଓଏଲ୍‌ ବ୍ୟୁରୋ: ମ୍ୟାନେଜମେଣ୍ଟ କୋଟାରେ ଏମବିବିଏସ୍ ସିଟ୍ ପାଇଁ ଅର୍ଥ ହଡ଼ପ ମାମଲାର ଆଉ ଏକ ମୋଡ଼। ଏହି ମାମଲାରେ ୨ ଅଭିଯୁକ୍ତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗ କରିଥିବା ଜଣା ପଡିଛି। ଭୁବନେଶ୍ୱର ପିଏମଏଲଏ କୋର୍ଟରେ ଇଡି ପ୍ରସିକ୍ୟୁସନ ଅଭିଯୋଗ କରିଛନ୍ତି। ୨ ଅଭିଯୁକ୍ତଙ୍କୁ ଦଣ୍ଡ ଓ…

ବେଆଇନ ସାପ ଧରାଳିଙ୍କ ଉପରେ ଲାଗିବ ରୋକ,…

ଓଏଲ୍‌ ବ୍ୟୁରୋ: ଅମାନିଆ ସାପ ଧରାଳିଙ୍କୁ ସାବାଡ଼ କରିବା ପାଇଁ ପଦକ୍ଷେପ ନିଆଯାଇଛି। ନିୟମ ବିନା ସାପ ଧରୁଥିବା ବ୍ୟକ୍ତିଙ୍କ ଉପରେ ରୋକ ଲଗାଯିବ। ବନ ବିଭାଗ ଓ ଓସଡମା ତରଫରୁ ସ୍ବୀକୃତିପ୍ରାପ୍ତ ସାପ ଧରାଳି ହିଁ କେବଳ ସାପ ଧରିପାରିବେ ବୋଲି ନିୟମ ଜାରି ହୋଇଛି। ଏନେଇ ବନ ବିଭାଗ ଓ ଓସଡମା ପକ୍ଷରୁ ମିଳିତ…

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼…

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ସୂଚନା ପ୍ରକାଶ ପାଇଛି। ଯାହାପରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ମିଳିଛି। ରେପୋ ରେଟ୍ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ପରିବର୍ତନ…

ଛାତ୍ରୀ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା: ନିଜ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ କଟକରୋଡ୍ ହୋଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଏହି ଘଟଣାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଉଦ୍‌ବେଗ ପ୍ରକାଶ କରିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିଜ ଆଡୁ ମାମଲା ରୁଜୁ କଲେ। ନିଜ ମାମଲା ରୁଜୁ ସହ ଭୁବନେଶ୍ୱର ଡିସିପିଙ୍କୁ…

ଉପରମୁଣ୍ଡରେ କମିଲା ଜଳସ୍ତର, ବନ୍ଦ ହେଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ୧୭ଟି ଗେଟ୍ ଖୋଲିଥିଲା। ପରେ ଆଉ ୩ଟି ଗେଟ ହୀରାକୁଦ ଖୋଲିଥିଲା। ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଥିଲା। ଜଳ ନିଷ୍କାସନ ପରେ…