ଭିଜିଲାନ୍ସ ପଞ୍ଝାରେ ସିମୁଳିଆ ହସପିଟାଲର ମୁଖ୍ୟକିରାଣୀ

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ନିଜ ସହକର୍ମୀ ରାକେଶ ପଣ୍ଡା ଓ ଗଣେଷ ଜେନାଙ୍କ ଠାରୁ ୭ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ଟ୍ରାପରେ ପଡିଥିବା ସିମୁଳିଆ ହସପିଟାଲ ମୁଖ୍ୟକିରାଣୀ ହେଉଛନ୍ତି ମନୋଜ ଭଞ୍ଜ। ନିଜ ସହକର୍ମୀ ରାକେଶ ପଣ୍ଡା ଓ ଗଣେଷ ଜେନାଙ୍କ ଠାରୁ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ମାଡି ବସିଥିବା ଜଣା ପଡିଛି।