Odisha Link
Bridging the Missing Links in Odisha

ଫ୍ରଡ୍ ଲୋନ୍ ଠକେଇ ଘଟଣା: ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। ତେବେ ଏହି ମାମଲାରେ ଫ୍ରଡ ଲୋନ୍ ମାଧ୍ୟମରେ ଅନେକ ଲୋକ ଶିକାର ହୋଇଥିବା ଜଣା ପଡିଥିଲା।

ଏହି ମାମଲାରେ ତଦନ୍ତ କରି ଆଉ ଜଣଙ୍କୁ ଇଓଡବ୍ଲୁ ଗିରଫ କରିଛି। ଜାଲ ବୀମା କାଗଜ ଦେଇ ବ୍ୟାଙ୍କରୁ ଲୋନ୍ ନେବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ କଟକର ମହମ୍ମଦ ଇଫତଖର୍ ଆସିଫ୍ ଖାନ୍। ଜାଲ୍ ବୀମା କାଗଜପତ୍ର ଦେଇ ୨୫ଟି ଲୋନ୍ କରି ଟଙ୍କା ଉଠାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.