Odisha Link
Bridging the Missing Links in Odisha
Daily Archives

August 14, 2023

ଜନ୍ମମାଟିରେ ସହିଦ ଯବାନ ନୀଳାଞ୍ଚଳ…

ଓଏଲ୍‌ ବ୍ୟୁରୋ: ଝୁରୁଛି ଗାଁ ମାଟି। ଜନ୍ମମାଟିରେ ପହଂଚିଲା ସହିଦ ଯବାନ ନୀଳାଂଚଳ ପଟେଲଙ୍କ ପାର୍ଥିବ ଶରୀର। ମଣିପୁରରୁ ବରଗଡ଼ ଆସି ପାର୍ଥିବ ଶରୀର ପହଞ୍ଚିଲା। ଲୋତକପୂର୍ଣ୍ଣ ଆଖିରେ ବୀର ପୁଅକୁ ଗାଁ ମାଟି ବିଦାୟ ଦେଉଛି। ସହିଦ୍ ଯବାନ ଅମର ରହେ ନାଁରେ କମ୍ପି ଉଠିଲା ଗାଁ ମାଟି। ଜନ୍ମମାଟି ଭେଡ଼େନରେ…