Odisha Link
Bridging the Missing Links in Odisha
Daily Archives

August 16, 2023

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ…

ଓଏଲ୍‌ ବ୍ୟୁରୋ: ପୁଣି ଭିଜିଲାନ୍ସ ଜାଲରେ ଦୁଇ ଜଣ ସରକାରୀ କର୍ମଚାରୀ। ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର ଧରାପଡ଼ିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ମହିଳାଙ୍କୁ ଚାକିରୀ କରାଇଦେବେ କହି ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଖବର ପାଇ ଭିଜିଲାନ୍ସ ଚଢ଼ାଉ କରି ଭଦ୍ରକ ସିଡିପିଓ ଓ…

ମନି ଲଣ୍ଡରିଂ ମାମଲା: ଘୁଞ୍ଚିଲା…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ ଅର୍ଚ୍ଚନା ନାଗଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅର୍ଚ୍ଚନା ନାଗଙ୍କୁ ଦୁଇଟି ମାମଲାରେ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ଇଡିର ମାମଲାରେ ଅର୍ଚ୍ଚନା ନାଗ ଜାମିନ ଆବେଡାନ କରିଥିଲେ। ତେବେ ଏହି ମାମଲାର ଶୁଣାଣି ସେପ୍ଟେମ୍ବର ପ୍ରଥମ ମାସରେ…

ପଥର ଖାଦାନରେ ବିସ୍ଫୋରଣ: ୫ ଶ୍ରମିକ ଆହତ

ଓଏଲ୍‌ ବ୍ୟୁରୋ: ପଥର ଖାଦାନରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ସୋର ଅନ୍ତର୍ଗତ ବାଗୁଡ଼ି ପଥର ଖାଦାନରେ ବିସ୍ଫୋରଣ ହୋଇଥିବା ଜଣା ପଡିଛି। ବାଗୁଡ଼ି ପଥର ଖାଦାନରେ ବିସ୍ଫୋରଣ ବେଳେ ୫ ଜଣ ଆହତ ହୋଇଥିବା ସୂଚନା ରହିଛି। ବିସ୍ଫୋରଣରେ ଆହତ ୫ ଶ୍ରମିକଙ୍କୁ ସୋର ମେଡିକାଲରେ ଭର୍ତ୍ତି…

ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ! ଆସନ୍ତା…

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି। ଆସନ୍ତା ୧୮ ତାରିଖ ବେଳକୁ ଲଘୁଚାପ ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଉତର-ପୂର୍ବ ତତ-ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ…

ଫେମିନା କଭର୍‌ ପେଜ୍‌ରେ ମହାମହିମ

ଓଏଲ୍‌ ବ୍ୟୁରୋ: ମହାମହିମଙ୍କ ପ୍ରତି ସମ୍ମାନ। ଦେଶର ଜଣାଶୁଣା ପତ୍ରିକା ଫେମିନା ମାଗାଜିନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର କାହାଣୀ କରିଛି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ମାଗାଜିନ୍‌ ଏହାର ଅଗଷ୍ଟ ଏଡିସନ କଭର୍‌ ପେଜରେ ସ୍ଥାନ ଦେଇଛି। ଏହାର ପ୍ରଥମ କପି ଟାଇମ୍ସ…

କ୍ରିପ୍ଚୋ ଚିଟ୍‌ଫଣ୍ଡ ମାମଲା: ଆକ୍ସନ…

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। ତେବେ କ୍ରିପ୍ଚୋ ଚିଟ୍‌ଫଣ୍ଡ ସ୍କାମ ମାମଲା ମାଧ୍ୟମରେ ଅନେକ ଲୋକ ଶିକାର ହୋଇଥିବା ଜଣା ପଡିଥିଲା। ଏହି ମାମଲାରେ ତଦନ୍ତ କରି…

ଶିକ୍ଷାରମାନ ବଢ଼ାଇବା ପାଇଁ ପ୍ରୟାସ: କଲେଜ…

ଓଏଲ୍‌ ବ୍ୟୁରୋ: ଶିକ୍ଷାରମାନ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଅଧ୍ୟାପକଙ୍କ ପ୍ରଦର୍ଶନ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଅଭିଯୋଗ ପରେ ଉକ୍ତ କଲେଜଗୁଡିକୁ ୧୪ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ଶିକ୍ଷାରମାନ…

ଚାନ୍ଦିପୁର ବନବିଭାଗକୁ ସଫଳତା; ସାପ ବିଷ…

ଓଏଲ୍‌ ବ୍ୟୁରୋ: ଚାନ୍ଦିପୁର ବନ ବିଭାଗକୁ ସଫଳତା ମିଳିଛି। ସାପ ବିଷ ରାକେଟ୍‌ର ପର୍ଦ୍ଦାଫାସ୍‌ ହୋଇଛି। ବାଲେଶ୍ୱର ବନଖଣ୍ଡ ବାଲିଆପାଳ ପଞ୍ଚପଲ୍ଲୀରୁ ରେଡ୍‌ ବେଳେ ଉଦ୍ଧାର କରାଯାଇଛି। ଏହି ମାମଲାରେ ୨୫ ନାଗ ସାପ ଉଦ୍ଧାର କରାଯାଇଥିବାବେଳେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ବନ ବିଭାଗ ପକ୍ଷରୁ ଗିରଫ…

ଆଜିଠୁ ଓଡ଼ିଶାରେ ଜାତୀୟ ଆକ୍ବାଟିକ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଓଡ଼ିଶାରେ ଜାତୀୟ ଆକ୍ବାଟିକ ଚାମ୍ପିଅନସିପ୍ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ୫ ଦିନିଆ ସବ୍‌ ଜୁନିୟର ଓ ଜୁନିୟର ସନ୍ତରଣ ପ୍ରତିଯୋଗିତାରେ ୨୫ଟି ରାଜ୍ୟର ୯୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେବେ। ଏନେଇ କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜନ କରାଯାଇଛି। ବିଭିନ୍ନ…

ଜହ୍ନ ରାଇଜରେ ପାଦ ଥାପିବ ଭାରତ,…

ଓଏଲ୍‌ ବ୍ୟୁରୋ: ଗଡୁଛି ସମୟ ଆଉ ବଢୁଛି ହୃଦସ୍ପନ୍ଦନ। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ଇସ୍ରୋର ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଜି ଚନ୍ଦ୍ରଯାନ-୩ ପାଇଁ ଅଗ୍ନି ପରୀକ୍ଷା। ଚନ୍ଦ୍ରଯାନ-୩ ଏବେ ତାର ସବୁଠୁ କଠିନ ପର୍ଯ୍ୟାୟକୁ ପ୍ରବେଶ…