Odisha Link
Bridging the Missing Links in Odisha
Daily Archives

August 23, 2023

ଇତିହାସ ରଚିଲା ଇସ୍ରୋ, ପ୍ରଧାନମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ…

ଇତିହାସ ରଚିଲା ଭାରତ, ଚନ୍ଦ୍ରପୃଷ୍ଠରେ…

ଓଏଲ୍ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟାଇ ଇତିହାସ ରହିଲା ଇସ୍ରୋ। ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ବଢୁଥିବା ଉତ୍କଣ୍ଠାରେ ସଫଳତାର ସ୍ପର୍ଶ ଲାଗିଛି। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଥିବାବେଳେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡିଂ କରିଛି। ସ୍ୱୟଂଚାଳିତ ପ୍ରକ୍ରିୟାରେ ଲ୍ୟାଣ୍ଡର…

ଚନ୍ଦ୍ରଯାନ-୩କୁ ନେଇ ବଢ଼ୁଛି ଉତ୍କଣ୍ଠା,…

ଓଏଲ୍ ବ୍ୟୁରୋ: ଇସ୍ରୋର ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ଚନ୍ଦ୍ରଯାନ ୩ର ସଫଳ ଲ୍ୟାଣ୍ଡିଂ ସହ ଭାରତ ଆଜି ଇତିହାସ ରଚିବାକୁ ଯାଉଛି। ଏହାରି ମଧ୍ୟରେ ଇସ୍ରୋ ବୈଜ୍ଞାନିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ରାତିରେ…

ଓଏଲ୍ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ନାଇଟ ଆଉଟେଡ ଜୁ' ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ରାତିରେ ମଧ୍ୟ ଦର୍ଶକ ମାନେ ପ୍ରାଣୀ ଉଦ୍ୟାନ ବୁଲିପାରିବେ।ଏହି ସମୟରେ ଦର୍ଶକଙ୍କୁ ବିଭିନ୍ନ ଜୀବଜନ୍ତୁ ସମ୍ପର୍କିତ ଚଳଚ୍ଚିତ୍ର ଦେଖାଯିବା, ରାତ୍ରୀଚର ଜୀବଜନ୍ତୁଙ୍କୁ ଦେଖିବାର…

ଖୋର୍ଦ୍ଧା ଜିଲ୍ଲାର ହେବ ଉନ୍ନତି,…

ଓଏଲ୍‌ ବ୍ୟୁରୋ: ସବୁ ସମସ୍ୟାର ସମାଧାନ ନେଇ ୫-ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଖୋର୍ଦ୍ଧା-ଜଟଣୀ-ପିପିଲି ରାସ୍ତାରେ ୨୧ କୋଟି ଖର୍ଚ୍ଚ ହେବ। ଡେଲାଙ୍ଗ ରାସ୍ତା ପାଇଁ ୩୦କୋଟି। ଜଟଣୀ ଫ୍ଲାଏ ଓଭର ବ୍ରିଜ ଖୁବଶୀଘ୍ର ଉଦଘାଟନ ହେବ। ଜଟଣୀ ଖୋର୍ଦ୍ଧା ବେଗୁନିଆ ବ୍ଲକରେ ପିଇବା ପାଣି ପାଇଁ ୨୩୦କୋଟି ବରାଦ…

ଦେଶବାସୀଙ୍କ ମଧ୍ୟରେ ଉତ୍କଣ୍ଠାର ସୁଅ,…

ଓଏଲ୍‌ ବ୍ୟୁରୋ: ଗଡୁଛି ସମୟ ଆଉ ବଢୁଛି ହୃଦସ୍ପନ୍ଦନ। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ଇସ୍ରୋର ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଇସ୍ରୋ କମାଣ୍ଡ ସେଣ୍ଟରର ଫଟୋ। ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ…

ମେଘାଚ୍ଛନ୍ନ ଆକାଶ, ରାଜ୍ୟରେ କାଳବୈଶାଖୀ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଜାରି ହୋଇଛି। ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ସ୍ଥିତିରେ ରହିଥିବାରୁ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ମୌସୁମୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରେ ହିମାଳୟ ପାଦଦେଶରେ ପ୍ରବାହିତ ହେଉଛି। ଏପରିସ୍ଥିତରେ ରାଜ୍ୟରେ ବଡ଼ ବର୍ଷାର…

ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଥମିବାର ନା ନେଉନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏ ବର୍ଷ ଅଗଷ୍ଟ ୧୬…

ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ…

ଓଏଲ୍‌ ବ୍ୟୁରୋ: ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଅଭିଯୋଗ ଘଟଣାକୁ ନେଇ ତେଜୁଛି ବିବାଦ। ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଜାତୀୟ ମାନବାଧିକାର କମିଶନରେ କେସ ଡାଏରୀ ରୁଜୁ ହୋଇଛି। ଜୟନ୍ତ ଦାସଙ୍କ ଅଭିଯୋଗ ଆଧାରରେ କେସ ଡାଏରୀ ହୋଇଛି। ଅଭିଯୋଗ ପରେ କେସ ଡାଏରୀ କରିଛି…

ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ…

ଓଏଲ୍‌ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ହେବେ। କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ ହୋଇଛି। ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣିକି ଜିଲ୍ଲା ପରିଷଦ ଅଧିନରେ ରହିବ…