Odisha Link
Bridging the Missing Links in Odisha
Daily Archives

September 6, 2023

ଆଜି ‘ଏକ ଦେଶ, ଏକ ନିର୍ବାଚନ’ କମିଟିର…

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମିଟି ଗଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି। ‘ଏକ ଦେଶ, ଏକ ନିର୍ବାଚନ’ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ। ପୂର୍ବତନ…

ଦୁର୍ବଳ ହେଲା ଲଘୁଚାପ! ବାଲେଶ୍ୱର ସହରରେ…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ତେବେ ତାହା ଆଜି ସାମାନ୍ୟ ଦୁର୍ବଳ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଥିବାବେଳେ ଜଡିତ ଘୂର୍ଣ୍ଣିବଳୟ ଆଜି ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର…

ପାଣିରେ ବୁଡ଼ିଗଲେ ଛାତ୍ର, ଏଯାଏଁ ମିଳୁନି…

ଓଏଲ୍‌ ବ୍ୟୁରୋ: ବାଲିପାଟଣା ପୁରୀ କେନାଲରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ବାଲିଅନ୍ତା ଅଲାରପୁର ନିକଟରେ ବୁଡ଼ି ଯାଇ ନିଖୋଜ ହୋଇଥିବା ଜଣା ପଡିଛି। ୬ ଛାତ୍ର ବୁଲିବାକୁ ଆସିଥିଲା ବେଳେ ଜଣେ ପାଣିରେ ବୁଡ଼ିଗଲେ। ଛାତ୍ର ଜଣଙ୍କ ଝାରପଡ଼ା ଅଞ୍ଚଳର ବୋଲି ସୂଚନା ରହିଛି।…

ନୂଆରୂପ ପାଇବ ଭୁବନେଶ୍ୱର ଡିସିପିଙ୍କ…

ଓଏଲ୍‌ ବ୍ୟୁରୋ: ନୂଆ ରୂପ ପାଇବ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ। ପୁରୁଣା ଘରକୁ ସଜାଡି ନୂଆ ସ୍ମାର୍ଟ ଅଫିସ ନିର୍ମାଣ କରାଯିବ। ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ପାଇଁ ୯ କୋଟି ୫୦ ଲକ୍ଷ ବ୍ୟୟରେ ନିର୍ମାଣ ହେଉଛି ସ୍ମାର୍ଟ ଅଫିସ। ୨୫ ଶହ ବର୍ଗଫୁଟ ଅଞ୍ଚଳରେ ୩ ମହଲା କୋଠା ନିର୍ମାଣ ହେଉଛି। ଏକ…

ରାଷ୍ଟପ୍ରତିଙ୍କ ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ଜି-୨୦ ସମ୍ମିଳନୀ ପାଇଁ ଚଳଚଂଚଳ ସାରା ଦେଶ। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଜି-୨୦ ଅବସରରେ ରାତ୍ର ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ‘ଇଣ୍ଡିଆ’ ସ୍ଥାନରେ…

ଜି-୨୦ ସମ୍ମିଳନୀ: ଆକର୍ଷଣୀୟ ଆଲୋକ ମାଳରେ…

ଓଏଲ୍‌ ବ୍ୟୁରୋ: ସଜେଇ ହୋଇଛି ଭାରତର ରାଜଧାନୀ। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି। ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି। ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ। ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ…

ବ୍ରାଜିଲରେ ପ୍ରକୃତିର ତାଣ୍ଡବ,…

ଓଏଲ୍‌ ବ୍ୟୁରୋ: ବ୍ରାଜିଲରେ ପ୍ରକୃତିର ତାଣ୍ଡବ। ଦୟନୀୟ ଚିତ୍ର ସୃଷ୍ଟି କରିଛି ପ୍ରଳୟଙ୍କାରୀ ବାତ୍ୟା। ବ୍ରାଜିଲରେ ବଡ଼ ଧରଣର ବାତ୍ୟା ହୋଇଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଳୟଙ୍କାରୀ ବାତ୍ୟାରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ବିଶେଷକରି ଦକ୍ଷିଣ ବ୍ରାଜିଲର ୬୦ଟି ସହର ବାତ୍ୟାରେ ପ୍ରଭାବିତ…

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ:…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଏଥିନେଇ ସମଗ୍ର ଦେଶରେ ବେଶ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ମଠ ଓ ମନ୍ଦିର ଭଳିକି ଭଳି ରୂପରେ ସଜେଇ ହୋଇଛି। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ…