Odisha Link
Bridging the Missing Links in Odisha
Daily Archives

September 7, 2023

ମିଲେଟ ଉତ୍ପାଦନକୁ ପ୍ରୋତ୍ସାହନ,…

ଓଏଲ୍ ବ୍ୟୁରୋ: ଓଡ଼ିଶା ମାଣ୍ଡିଆ ରପ୍ତାନି କ୍ଷେତ୍ରରେ ସଫଳତା ଲାଭ କରିଛି। ରାଜ୍ୟରେ ଉତ୍ପାଦିତ ମାଣ୍ଡିଆକୁ ବିଦେଶକୁ ରପ୍ତାନି କରାଯାଇଛି। ତେବେ ରାଜ୍ୟ ସରକାର ମିଲେଟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୧୦ ନଭେମ୍ବର ୨୦୨୨କୁ ମାଣ୍ଡିଆ ଦିବସ ଭାବେ ଘୋଷଣା ହୋଇଛି। ଆସନ୍ତା ନଭେମ୍ବରରେ ୨ ଦିନିଆ…

ରେଳ ଟ୍ରାକ୍‌ରେ ପଡ଼ିଛି ଶାଳଗଛ, ଅଟକିଛି…

ଓଏଲ୍ ବ୍ୟୁରୋ: ବାରିପଦାରେ ରେଳ ଧାରଣା ଉପରେ ଶାଳ ଗଛ ଭାଙ୍ଗି ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଛି। ବେତନଟୀ ଷ୍ଟେସନ ନିକଟ ଟ୍ରାକ୍‌ ଉପରେ ଶାଳ ଗଛ ପଡ଼ିରହିଛି। ଶାଳ ଗଛ ପଡ଼ିଯିବାରୁ ବିଦ୍ୟୁତ ତାର ମଧ୍ୟ ଛିଡ଼ିପଡ଼ିଥିବା ଜଣା ପଡ଼ିଛି। ଏହା ଦ୍ୱାରା ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଟ୍ରାକ ଫାଙ୍କା…

ରିଲିଜ୍ ହେଲା କିଙ୍ଗ୍ ଖାନ୍‌ଙ୍କ ‘ଯବାନ’,…

ଓଏଲ୍ ବ୍ୟୁରୋ: ଆଜି ରିଲିଜ ହୋଇଛି କିଙ୍ଗ୍ ଖାନ୍‌ଙ୍କ ‘ଯବାନ’। ଫିଲ୍ମ ‘ଯବାନ’ ପାଇଁ ଏବେ ଲାଇମ୍‌ଲାଇଟ୍‌ରେ ଅଛନ୍ତି ସୁପର୍‌ଷ୍ଟାର୍ ଶାହରୁଖ୍‌ ଖାନ୍‌। ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ରହିଛି। ଚଳଚ୍ଚିତ୍ରର ଗୀତଗୁଡ଼ିକ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ରାତି…

ପୂର୍ବ ଶତ୍ରୁତାରୁ ଜଘନ୍ୟକାଣ୍ଡ,…

ଓଏଲ୍‌ ବ୍ୟୁରୋ: ଭବାନୀପାଟଣା କେସିଙ୍ଗା ଷ୍ଟେସନ ନିକଟରେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼ ସହ ସଂଘବଦ୍ଧ ଆକ୍ରମଣ କରାଯାଇଛି। ବଗାଡ଼ ଗାଁର ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଜଣା ପଡିଛି। ଛୁରାମାଡ଼ ସହ ସଂଘବଦ୍ଧ ଆକ୍ରମଣରେ ଆହତ ବ୍ୟକ୍ତିଙ୍କ…

ଲଘୁଚାପ ପ୍ରଭାବ: ସିମିଳିଗୁଡ଼ାରେ…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ତେବେ ତାହା ଆଜି ସାମାନ୍ୟ ଦୁର୍ବଳ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଥିବାବେଳେ ଜଡିତ ଘୂର୍ଣ୍ଣିବଳୟ ଆଜି ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର…

ଜି-୨୦ ସମ୍ମିଳନୀ: ବାଲୁକା କଳାରେ…

ଓଏଲ୍‌ ବ୍ୟୁରୋ: ସଜେଇ ହୋଇଛି ଭାରତର ରାଜଧାନୀ। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି। ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି। ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ। ସମ୍ମିଳନୀ ପାଇଁ ଦିଲ୍ଲୀ ଝଲସୁଥିବା ବେଳେ ପୁରୀ ବେଳାଭୂମିରେ ବାଲୁକା…

ଭୁବନେଶ୍ବର ପଦ୍ମକେଶରୀପୁରରେ ଗୋଷ୍ଠୀ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଉଭୟ ଗୋଷ୍ଠୀର ୩୦ରୁ ଅଧିକ ଲୋକ ଗିରଫ ହୋଇଥିବା ଜଣା ପଡିଛି। ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ି ପାରେ ବୋଲି କମିଶନରେଟ୍‌ ପୁଲିସ ସୂଚନା ଦେଇଛି।…

ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ, ଆଜି…

ଓଏଲ୍‌ ବ୍ୟୁରୋ: ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସ୍ଥିର କରାଯାଇଛି। ସ୍ବଚ୍ଛ ବାୟୁ ଦିବସରେ ପ୍ରଦୂଷଣ କମାଇବା ଲକ୍ଷ୍ୟରେ ନିଷ୍ପତ୍ତି ନିଆଯାଇଛି। ଆଜି ରାଜଧାନୀରେ ଇ-ବସ୍‌ରେ ମାଗଣା ଯାତ୍ରା ଆରମ୍ଭ ହୋଇଛି। ଆଜି ଇ-ବସ୍‌ ଓ ଇ-ରିକ୍ସାରେ ସମ୍ପୂର୍ଣ୍ଣ ମାଗଣା ଯାତ୍ରା କରିବେ ଯାତ୍ରୀ। କ୍ରୁଟ…

ଜି-୨୦ ସମ୍ମିଳନୀ: କଡ଼ା ସୁରକ୍ଷା ସହ…

ଓଏଲ୍‌ ବ୍ୟୁରୋ: ସଜେଇ ହୋଇଛି ଭାରତର ରାଜଧାନୀ। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି। ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି। ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ। ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ…

ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସଂପତ୍ତି,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ଏଏସ୍ଆଇ ଜଣକ ବାଲୁଗାଁ ଅବକାରୀ ବିଭାଗରେ କାର୍ଯ୍ୟରତ। ଏଏସ୍ଆଇ ସୁଦୀପ୍ତ ଦାଶଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରାଯାଇଛି। ଏଏସ୍ଆଇ ସୁଦୀପ୍ତ ଦାଶଙ୍କ ନୟାଗଡ଼…