ଲାଞ୍ଚ ନେବା ହେଲା କାଳ, ଜଣେ ପୂର୍ବତନ…
ଓଏଲ୍ ବ୍ୟୁରୋ: ଜଟଣୀ ବଡ଼ନୂଆଗାଁ ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ୩ ବର୍ଷ ଜେଲ୍ ହୋଇଥିବା ଜଣା ପଡିଛି। ୨ଟି ମାମଲାରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଘୋଷଣା କରିଛନ୍ତି। ଗୋଟିଏରେ ୩ ବର୍ଷ ଓ ଅନ୍ୟଟିରେ…