Odisha Link
Bridging the Missing Links in Odisha

ଆଫ୍ରିକୀୟ ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ, ୫ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ଆଫ୍ରିକୀୟ ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ। ଆଫ୍ରିକୀୟ ଦେଶ ଲିବ୍ୟାରେ ସାମୁଦ୍ରିକ ଝଡ ‘ଡାନିଏଲ’ ପ୍ରଳୟ ସୃଷ୍ଟି କରିଛି। ଲିବ୍ୟାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୫ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଝଡ଼ ଓ ବନ୍ୟା ପ୍ରଭାବରେ ଅନେକ ଉପକୂଳ ସହର ଜଳାର୍ଣ୍ଣବ ହୋଇଛି। ଆଫ୍ରିକୀୟ ଦେଶ ଲିବ୍ୟାରେ ସାମୁଦ୍ରିକ ଝଡ ‘ଡାନିଏଲ’ ପ୍ରଭାବରେ ଦୁଃଖର ଲହରୀ ଖେଳିଯାଇଛି।

Leave A Reply

Your email address will not be published.