Odisha Link
Bridging the Missing Links in Odisha
Daily Archives

September 13, 2023

ଘର ଭିତରୁ ମିଳିଲା ଅବସରପ୍ରାପ୍ତ…

ଓଏଲ୍‌ ବ୍ୟୁରୋ: କେନ୍ଦୁଝର ସଦର ଥାନା ମହାଦେଈ ଯୋଡ଼ା ଗାଁ ନିକଟରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଘର ଭିତରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଠାବ କରାଯାଇଛି। ସଦର ଥାନା ମହାଦେଈ ଯୋଡ଼ା ଗାଁ ନିକଟ ଘରୁ ମୃତଦେହ ଠାବ ହୋଇଥିବାବେଳେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ।…

ହାଇକୋର୍ଟରେ ରତ୍ନଭଣ୍ଡାର ସୁରକ୍ଷା…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏଏସ୍ଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍ଆଇ ଅଧୀକ୍ଷକ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ…

ରେଳ ଟ୍ରାକ୍‌ରେ ପଡ଼ିଲା ପଥର, ୨ଟି…

ଓଏଲ୍‌ ବ୍ୟୁରୋ: ଆଜି ଏକ ରେଲ୍‌ୱେ ଟ୍ରାକ୍‌ରେ ପଥର ପଡିଥିବା ଖବର ସାମ୍ନାକୁ ଆସିଛି। ଟିକିରି ଓ ଲାଲିଗୁମ୍ମା ମଧ୍ୟରେ ରେଳ ଟ୍ରାକ୍‌ରେ ପଥର ପଡିବା ଦ୍ୱାରା ୨ଟି ଟ୍ରେନ୍ ବାତିଲ୍ ହୋଇଛି। ଏହା ସହ ଆଉ ଗୋଟିଏ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଜଗଦଲପୁର-ରାଉରକେଲା, ରାଉରକେଲା-ଜଗଦଲପୁର ବାତିଲ୍…

ପୂର୍ବ ରେଳବାଇ ସହ ଦେଶର ସର୍ବ ବୃହତ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଟ୍ରେନଗୁଡ଼ିକରେ ବିଜ୍ଞାପନ ଏବଂ କନସର୍ଜି ସେବା ଯୋଗାଇବା ପାଇଁ ଦେଶର ଅଗ୍ରଣୀ ଆଇଟି ସମାଧାନ, ଡିଜିଟାଲ ମିଡିଆ ଏବଂ ଆଇଟି ସକ୍ଷମ ସେବା କମ୍ପାନୀ ‘କ୍ରେସାଣ୍ଡା ସଲ୍ୟୁସନ୍ସ୍’ ଲିମିଟେଡ୍ ପୂର୍ବ ରେଳବାଇ, ରେଳ ମନ୍ତ୍ରଣାଳୟ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏନେଇ କମ୍ପାନୀ…

ଆଜି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କର…

ଓଏଲ୍‌ ବ୍ୟୁରୋ: ଆଜି ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କର ଦ୍ବାଦଶାହ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ ବିଜେଡିର ସାଙ୍ଗଠନିକ କାର୍ଯ୍ୟକର୍ତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୁଶାନ୍ତ ରାଉତ, ନୃସିଂହ ସାହୁ, ସୁର ରାଉତରାୟ…

ଡେଙ୍ଗୁ ପରେ ଏବେ ଚିନ୍ତା ବଢ଼ାଉଛି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ସ୍କ୍ରବ୍ ଟାଇଫସ୍‌ ଓଡ଼ିଶାରେ ଡରାଇବାକୁ ଆରମ୍ଭ କଲାଣି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଛନ୍ତି। ଏମିତିକି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଲାଣି।…

ଚିନ୍ତା ବଢ଼ାଉଛି ଡେଙ୍ଗୁ ରୋଗୀଙ୍କ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଭିତର ଖଟରେ ଯେତିକି ଡେଙ୍ଗୁ…

ବିଜେପି ଛାଡ଼ି ବିଜେଡିରେ ମିଶିଲେ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହାର ଆଶା ଆଶଙ୍କା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଶଙ୍ଖ ଭବନରେ ବିଜେଡିର…

ଅମାପ ସମ୍ପତି ପଡ଼ିଲା ମହଙ୍ଗା, ନିଲମ୍ବିତ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଡିଏଫ୍ଓ ଜଣକ ହେଉଛନ୍ତି ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଥିଲା। ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ାଙ୍କ ଅମାପ ସମ୍ପତ୍ତି ଠାବ…

ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ତେବେ ତାହା ଦୁର୍ବଳ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଥିଲା। ବର୍ତ୍ତମାନ ପୁଣି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ…