Odisha Link
Bridging the Missing Links in Odisha

ଗଣେଶଙ୍କ ମୂର୍ତ୍ତି ଭସାଇବା ସମୟରେ ଅଘଟଣ: ମାଆ ଆଗରେ ଭାସିଗଲା ପୁଅ

ଓଏଲ୍‌ ବ୍ୟୁରୋ: ରାୟଗଡ଼ାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଣେଶ ମୂର୍ତ୍ତି ଭସାଇବା ସମୟରେ ଅଘଟଣ ହୋଇଥିବା ଜଣା ପଡିଛି। ମାଆ ପୁଅ ମିଶି ଗଣେଶ ମୂର୍ତ୍ତି ଭସାଇବାକୁ ନଦୀକୁ ଆସିଥିଲେ। ମୂର୍ତ୍ତି ଭସାଇବାକୁ ଆସି ମାଆ ଆଗରେ ପୁଅ ଭାସିଗଲା। ଚେକାଗୁଡ଼ା ନିକଟ ନାଗାବଳୀରେ ଭସାଇଲା ବେଳେ ପୁଅ ଭାସିଗଲା। ଭାସିଯାଇ ନିଖୋଜ ହୋଇଥିବା ଯୁବକ ସ୍ଥାନୀୟ ମାଙ୍କଡ଼ ଝୋଲାର ବୋଲି ଜଣା ପଡିଛି।

Leave A Reply

Your email address will not be published.