Odisha Link
Bridging the Missing Links in Odisha
Daily Archives

September 20, 2023

ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା: ୮…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ହୋଇଛି। ଲଘୁଚାପ ପ୍ରଭାବରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭଦ୍ରକ,…

ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ: ପ୍ରତିକ୍ରିୟା…

ଓଏଲ୍‌ ବ୍ୟୁରୋ: ସ୍କୁଲ, କଲେଜକୁ ୫-ଟିରେ ସାମିଲ କରାଯାଇ ରୂପାନ୍ତରଣ କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସଭା ସମିତିରେ ଘୋଷଣା କରାଯାଉଛି। କିନ୍ତୁ ପିଲାଙ୍କ ପାଠପଢ଼ାରେ ଯେଉଁ ଶିକ୍ଷକମାନେ ମୁଖ୍ୟ ଭୂମିକା ତୁଲାଇଥାନ୍ତି, ସେମାନଙ୍କ ଆନ୍ଦୋଳନକୁ ନେଇ ରାଜ୍ୟରେ ବିଚିତ୍ର…

ଲଘୁଚାପ ପ୍ରଭାବ: କୋରାପୁଟ ସହରରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ହୋଇଛି। ୨୪ ଘଣ୍ଟାରେ ରାଜ୍ୟରେ ୨୩.୭ ମିମି ବର୍ଷା ରେକର୍ଡ କରାଯାଇଛି। ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। କୋରାପୁଟ ସହରରେ ସର୍ବାଧିକ ୧୬୮ ମିଲିମିଟର ବର୍ଷା ରେକର୍ଡ…

‘ହୀରାକୁଦ ଜଳସ୍ତର ଖସୁଛି,…

ଓଏଲ୍‌ ବ୍ୟୁରୋ: ବର୍ଷାର ପରିମାଣ କମିଥିବାରୁ ୧୮ଟି ଗେଟ ବନ୍ଦ କରି ଦିଆଯାଇଛି। ରାଜ୍ୟରେ ଆଉ ବନ୍ୟା ସ୍ଥିତି ନାହିଁ। ହୀରାକୁଦ ଜଳସ୍ତର ଖସୁଛି ଯାହା ସ୍ୱାଭାବିକ ସ୍ଥିତିକୁ ଆସିଛି। ଉପରମୁଣ୍ଡରେ ଏବେ ବର୍ଷା ନାହିଁ। ହୀରାକୁଦର ୨ଟି ଗେଟ ଖୋଲା ଅଛି। ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇ ନାହିଁ।…

ରାଜଧାନୀରେ ଚାଞ୍ଚଲ୍ୟ, ରାସ୍ତା ମଝିରେ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଅଜଣା ଯୁବକଙ୍କୁ ନେଇ ମାଷ୍ଟର କ୍ୟାଣ୍ଟିନରେ ଭିଡ଼ ଜମିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାରେ ଯୁବକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ରାସ୍ତା ମଝିରେ ମୃତଦେହ ଫିଙ୍ଗି ଦେଇ ଦୁର୍ବୃତମାନେ…

ସଂସଦର ସ୍ବତନ୍ତ୍ର ଅଧିବେଶନ: ଆରମ୍ଭ ହେଲା…

ଓଏଲ୍‌ ବ୍ୟୁରୋ: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଆଉ ଅଧିବେଶନର ଆରମ୍ଭରୁ ମହିଳା ସଂରକ୍ଷଣକୁ ନେଇ ଓଡ଼ିଶାର ବଡ଼ ବିଜୟ ହୋଇଥିଲା। ଏଣିକି ସଂସଦକୁ ଯିବେ ୩୩ ପ୍ରତିଶତ ମହିଳା। ଏନେଇ ଲୋକସଭାରେ ବିତର୍କ ଆରମ୍ଭ କରିଛନ୍ତି ସୋନିଆ ଗାନ୍ଧି। ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ସୋନିଆ ଗାନ୍ଧୀ ମତ ପୋଷଣ…

ଆଜି ମୟୂରଭଞ୍ଜ ବନ୍ଦ ପାଳନ, ଗାଡି ଚଳାଚଳ…

ଓଏଲ୍‌ ବ୍ୟୁରୋ: ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। କୁଡମି ଏକତା ମଞ୍ଚ ଓଡ଼ିଶା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। କୁଡମି ସମାଜର ଉନ୍ନତି ପାଇଁ ବିଭିନ୍ନ ଦାବି ନେଇ ବନ୍ଦ ପାଳନ କରାଯାଉଛି। ଏହା ପ୍ରଭାବରେ ଗାଡି ଚଳାଚଳ ବନ୍ଦ ସହ ରେଳରୋକ୍ ମଧ୍ୟ କରାଯାଇଛି।…

କମୁଛି ହୀରାକୁଦ ଜଳସ୍ତର, ୨ଟି ଗେଟ୍ ଦେଇ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍ ଖୋଲଥିଲା। ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଥିଲା। ଜଳସ୍ତର ୬୨୮.୧୫ ଫୁଟରେ ପହଂଚିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ହୋଇଛି। ବର୍ଷାର…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା,…

ଓଏଲ୍‌ ବ୍ୟୁରୋ: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ସଜେଇ ହୋଇଛି ବିଭିନ୍ନ ଜିଲ୍ଲା। ନୂଆଖାଇ ସାରିବା ପରେ ପରିବାର ସହ ଏକାଠି ନୂଆଁ ଖାଇବେ ପଶ୍ଚିମ ଓଡିଶାବାସୀ। ପରେ ଜୁହାରଭେଟ୍ ତାପରେ ନୂଆଖାଇ ଭେଟଘାଟରେ ଦୁଲୁକିବ ଗାଁଠୁ ସହର। ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ…

ଦାନ୍ତେୱାଡାରେ ଏନକାଉଣ୍ଟର: ୨ ହାର୍ଡକୋର…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦାନ୍ତେୱାଡାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଦନ୍ତେୱାଡ଼ାର ନାହାଡି ଜଙ୍ଗଲରେ ହୋଇଛି ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ଏହା ସହ ୨ଟି ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଲ୍ୟାଣ୍ଡମାଇନ…