Odisha Link
Bridging the Missing Links in Odisha
Daily Archives

September 23, 2023

ଉପରମୁହାଁ ସ୍କ୍ରବ୍‌ ଟାଇଫସ୍‌:…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ସ୍କ୍ରବ୍‌ ଟାଇଫସ୍‌। ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ…

ବିଜେଡିରୁ ବିଦା ହେଲେ ୨ ନେତା

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ଆକ୍ସନ ମୋଡରେ ବିଜୁ ଜନତା ଦଳ। ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ୨ ନେତା ବହିଷ୍କାର…

କୃଷିକ୍ଷେତ୍ରକୁ ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: କୃଷିକ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉପାୟରେ ପ୍ରାଧାନ୍ୟ ଦେଇଛନ୍ତି। ତେବେ ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଜାରି ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୦୮ ଗୋଟି ବୃହତ ଉଠାଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ୨.୬୪ ଲକ୍ଷ ହେକ୍ଟର ଜମି ଜଳସେଚିତ…

ପାକିସ୍ତାନକୁ ଭାରତର କଡ଼ା ଜବାବ:…

ଓଏଲ୍‌ ବ୍ୟୁରୋ: ପାକିସ୍ତାନକୁ ଭାରତର କଡ଼ା ଜବାବ। ଭାରତ ସୀମାରେ ବେଆଇନ ଭାବେ କବଜା କରି ରଖିଛି ପାକିସ୍ତାନ। ତୁରନ୍ତ ବେଆଇନ କବ୍ଜା ବନ୍ଦ କରିବାକୁ ମିଳିତ ଜାତିସଂଘରେ ଭାରତ କହିଛି। ଏହା ସହ ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମିଳିତ ଜାତିସଂଘରେ ଭାରତ ପ୍ରତିନଧିଙ୍କ…

ଏକ ଦେଶ ଏକ ନିର୍ବାଚନ: ଆଜି ବିଧିବଦ୍ଧ…

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମିଟି ଗଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି। ‘ଏକ ଦେଶ, ଏକ ନିର୍ବାଚନ’ କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୬ ଅନୁଷ୍ଠିତ ହୋଇଥିଲା।…

ଆଲାସ୍କାରେ ହେବ ‘ଯୁଦ୍ଧ ଅଭ୍ୟାସ’,…

ଓଏଲ୍‌ ବ୍ୟୁରୋ: ଆମେରିକାର ଆଲାସ୍କାରେ ‘ଯୁଦ୍ଧ ଅଭ୍ୟାସ’ ଆରମ୍ଭ ହେବାକୁ ଯାଉଛି। ତେବେ ହେବାକୁ ଥିବା ଯୁଦ୍ଧ ଅଭ୍ୟାସ ପାଇଁ ଆମେରିକା ଓ ରୁଷିଆକୁ ସାମରିକ ଟିମ୍‌ ପଠାଇବ ଭାରତ। ଆମେରିକାର ଆଲାସ୍କାରେ ‘ଯୁଦ୍ଧ ଅଭ୍ୟାସ’ ପାଇଁ ଯିବ ଟିମ୍‌। ଦ୍ୱିପାକ୍ଷିକ ମିଳିତ ସାମରିକ ଅଭ୍ୟାସ ପାଇଁ ଭାରତୀୟ ସେନା ଯିବେ।…

ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ…

ଓଏଲ୍‌ ବ୍ୟୁରୋ: ସ୍କୁଲ, କଲେଜକୁ ୫-ଟିରେ ସାମିଲ କରାଯାଇ ରୂପାନ୍ତରଣ କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସଭା ସମିତିରେ ଘୋଷଣା କରାଯାଉଛି। କିନ୍ତୁ ପିଲାଙ୍କ ପାଠପଢ଼ାରେ ଯେଉଁ ଶିକ୍ଷକମାନେ ମୁଖ୍ୟ ଭୂମିକା ତୁଲାଇଥାନ୍ତି, ସେମାନଙ୍କ ଆନ୍ଦୋଳନକୁ ନେଇ ରାଜ୍ୟରେ ବିଚିତ୍ର…

ଏଫ୍ଏମ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ଅନ୍ୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଛି ଫକୀରମୋହନ ବିଶ୍ୱବିଦ୍ୟାଳୟ। ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ ବା 'ନାକ୍‌' ଦ୍ୱାରା ଫକୀରମୋହନ ବିଶ୍ୱବିଦ୍ୟାଳୟ 'ଏ' ଗ୍ରେଡ୍‌ ମାନ୍ୟତା ମିଳିଛି। ଯାହା ବିଶ୍ଵବିଦ୍ୟାଳୟ ପାଇଁ ଗର୍ବର ବିଷୟ ପାଲଟିଛି। ୩.୧୮ ପଏଣ୍ଟ…

ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌,…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କ ଭିତରୁ ସୋହେଲା ବ୍ଲକରୁ…