ସର୍ବଦଳୀୟ ବୈଠକ ବିଫଳ; ଆଜି ବି କମ୍ପିବ…
ଓଏଲ୍ ବ୍ୟୁରୋ: ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ ଗୃହ। ବିଭିନ୍ନ ପ୍ରସଙ୍ଗ ସହିତ ୫-ଟି ସଚିବଙ୍କ ଗସ୍ତ ସମ୍ପର୍କୀତ ପ୍ରଶ୍ନକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା।ଗତକାଲି ଦିନତମାମ ଗୃହ ମଧ୍ୟଭାଗରେ ନାରାବାଜି କରିବାରୁ ଗୃହକାର୍ଯ୍ୟ…