ସମୁଦ୍ରରେ ଗାଧୋଇବା ହେଲା କାଳ, ଜୁଆରରେ…
ଓଏଲ୍ ବ୍ୟୁରୋ: ପୁରୀ ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଛି। ମୃତକ ହେଲେ ଝାଡ଼ଖଣ୍ଡ ରାଞ୍ଚିର ବିଶାଲ ଓରାମ। ୨୧ ଜଣ ତୀର୍ଥଯାତ୍ରୀଙ୍କ ସହ ପୁରୀ ବୁଲିବାକୁ ଆସିଥିବା ସୂଚନା ରହିଛି। ସମୁଦ୍ରରେ ଗାଧୋଇବା ବେଳେ ଜୁଆରରେ ଭାସି ଯାଇଥିଲେ ବିଶାଲ ଓରାମ। ପରେ ତାଙ୍କ ମୃତ୍ୟୁ…