Odisha Link
Bridging the Missing Links in Odisha
Daily Archives

September 28, 2023

ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ:…

ଓଏଲ୍‌ ବ୍ୟୁରୋ: ପଞ୍ଚମ ଦିନରେ ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିଛି। ତେବେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଥିଲା। ପରେ ବିଧାନସଭାରେ ଶାସକ-ବିରୋଧୀ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ୪ଟା ପର୍ଯ୍ୟନ୍ତ ଗୃହ…

ଚାଷ କ୍ଷେତ୍ରରେ ସହାୟ ହେବ ଅତ୍ୟାଧୁନିକ…

ଓଏଲ୍‌ ବ୍ୟୁରୋ: ଭାରତ ସୀମାର ସୁରକ୍ଷାକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖିବ ଅତ୍ୟାଧୁନିକ ରବୋଟିକ୍ ଡ୍ରୋନ୍। ଆର୍ଟିଫିସିଆଲ୍ ଇନ୍ଟିଲେଜେନ୍ସ ବ୍ୟବସ୍ଥା ସଂଯୁକ୍ତ ଥିବା ଏହି ଅତ୍ୟାଧୁନିକ ଡ୍ରୋନକୁ ଜମ୍ମୁ-କାଶ୍ମୀରରେ ପ୍ରଦର୍ଶିତ କରାଯାଇଥିଲା। ଏହି…

କ୍ରୀଡ଼ା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ପଞ୍ଚମ ଦିନରେ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ ବୋଲି ଆଶା କରାଯାଉଛି। ତେବେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଛି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ତେବେ ଗତକାଲି ହଟ୍ଟଗୋଳ ପରେ ଆଜି…

ମାଛ ଘେରିରୁ ଧରା ହେଲା କୁମ୍ଭୀର,…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ କୁମ୍ଭୀରକୁ ନେଇ ଲୋକମାନଙ୍କ ମନରେ ଆତଙ୍କ ଖେଳିଯାଇଛି। ଲୁଣା ନଦୀରେ କୁମ୍ଭୀର ଆତଙ୍କ ସୃଷ୍ଟି କରଥିଲା। ତେବେ ଏହି ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଆଜି ଧରାପଡିଥିବା କୁହାଯାଉଛି। ପେଣ୍ଠ ଖଣ୍ଡମରା ରାସ୍ତାରେ ବୁଲୁଥିବା କୁମ୍ଭୀର କାବୁ କରାଯାଇଛି। ସ୍ଥାନୀୟ ଲୋକେ…

ପଞ୍ଚମ ଦିନରେ ବିଧାନସଭାର ମୌସୁମୀ…

ଓଏଲ୍‌ ବ୍ୟୁରୋ: ପଞ୍ଚମ ଦିନରେ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ ବୋଲି ଆଶା କରାଯାଉଛି। ତେବେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଛି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ତେବେ ଗତକାଲି ହଟ୍ଟଗୋଳ ପରେ ଆଜି…

ବଢୁଛି ସ୍କ୍ରବ ଟାଇଫସ୍‌ ରୋଗୀଙ୍କ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଆଜି ଆଉ ୧୩ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସୁନ୍ଦରଗଡ଼ରେ ଜିଲ୍ଲାରେ…

ଆକ୍ସନ ନେଲା ବନ ବିଭାଗ: କାଠ ମାଫିଆଙ୍କ…

ଓଏଲ୍‌ ବ୍ୟୁରୋ: ବନ୍ୟଜନ୍ତୁ ଚାଲାଣରେ ସମ୍ପୃକ୍ତ ଥିବା ଜଣେ କାଠ ମାଫିଆ ଘରେ ଚାଲିଛି ଖୋଳତାଡ଼। କଣ୍ଟାବାଞ୍ଝିର ଜଣେ କାଠ ମାଫିଆ ଘରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଘର ଭିତରୁ ଲକ୍ଷାଧିକ ଟଙ୍କାର ଅନେକ ବେଆଇନ ଆସବାବପତ୍ର ଜବତ କରାଯାଇଛି। କଂଟାବାଞ୍ଜି ତହସିଲଦାର ଉପସ୍ଥିତିରେ ଚଢାଉ କରାଯାଉଛି।…

ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ: ଏକ…

ଓଏଲ୍‌ ବ୍ୟୁରୋ: ରାୟଗଡ଼ା କାଶୀପୁର ବ୍ଲକ ଟିକିରିରେ ଦୁର୍ବୃତ୍ତମାନେ ଲଙ୍କାକାଣ୍ଡ କରିଥିବା ଖବର ସାମ୍ନାକୁ ଆସିଛି। ରାତି ଅଧରେ ୧୨ଟି ବାଇକ୍ ଜାଳିଦେଲେ ଦୁର୍ବୃତ୍ତ। ଏକ ଫାଇନାନ୍ସ ସଂସ୍ଥାର ଅଫିସ ପରିସରରେ ନିଆଁ ଲଗାଇବା ସହ ୧୨ଟି ବାଇକ୍ ଜାଳିଦେଲେ। ଅଫିସ୍ କବାଟ ବାହାର ପଟୁ ବନ୍ଦ କରି ନିଆଁ ଲଗାଇ…

ଏସିଆନ୍‌ ଗେମ୍ସ: ସୁଟିଂରେ ପୁଣି ଭାରତକୁ…

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବର ବିଷୟ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ। ଅଜୁର୍ନ ଚିମା, ସରବଜୋତ ସିଂ,…